Browsing Category
State
ବଙ୍ଗୋପସାଗରରେ ଘନୀଭୂତ ହୋଇଛି ଆଉ ଏକ ଲଘୁଚାପ : ପ୍ରଭାବରେ ଦୁଇ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ର ସମ୍ଭାବନା
ଆଜି ବଙ୍ଗୋପସାଗରରେ ଘନୀଭୂତ ହୋଇଛି ଆଉ ଏକ ଲଘୁଚାପ । ୨୪ ଘଂଟା ମଧ୍ୟରେ ଉତର – କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।!-->…
Read More...
Read More...
ପଶ୍ଚିମ ଓଡିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନୂଆଁଖାଇ ଭେଟି : ଆଜି ଖାତାକୁ ଆସିବ’କାଳିଆ’ ଟଙ୍କା
ଆଜି ପଶ୍ଚିମ ଓଡିଶା ର ଗଣପର୍ବ ନୂଆଁଖାଇ । ନୂଆଁଖାଇ ଏକ କୃଷି ଭିତିକ ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ସେବନ କରନ୍ତି ସମସ୍ତେ । ଏଥିସହ ନୂଆଁଖାଇ!-->…
Read More...
Read More...
ଓଡ଼ିଶାରେ ବୈଦ୍ୟୁତିକ ମୋଟର ଯାନ ନୀତି-୨୦୨୧ : ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ଷ୍ଟିୟରିଂ କମିଟି ଗଠିତ
୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବାକୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଗତକାଲି ରାଜ୍ୟ ବାଣିଜ୍ୟ ଓ!-->…
Read More...
Read More...
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ :ମା’ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ପରମ୍ପରା ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା ରେ ଗଣପର୍ବ ନୂଆଁଖାଇ ପାଳିତ ହୋଇଥାଏ । ମା’!-->…
Read More...
Read More...
ରାଜ୍ୟରେ ୭୪୫ ସଂକ୍ରମିତ ଚିହ୍ନଟ ,୬ ଜଣ ଙ୍କ ମୃତ୍ୟୁ :୧୮ ବର୍ଷରୁ କମ ବର୍ଗରେ ୧୧୯ ଆକ୍ରାନ୍ତ
ଆଜି ରାଜ୍ୟରେ କରୋନା ରେ ୬ ଜଣ ଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ!-->…
Read More...
Read More...
ପ୍ରମୋଦ ଭଗତ ଙ୍କୁ ପୁରସ୍କାର ସ୍ୱରୂପ ୬କୋଟି ଟଙ୍କା ର ଚେକ ପ୍ରଦାନ କଲେ ରାଜ୍ୟ ସରକାର,ପ୍ରମୋଦ କହିଲେ’ଡେପୁଟୀ…
ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣି ଇତିହାସ ରଚିଥିବା ପ୍ରମୋଦ ଭଗତ ଆଜି ଓଡିଶା ଫେରିଛନ୍ତି I ଓଡିଶା ଫେରିବା ମାତ୍ରେ ଓଡ଼ିଆ ମାଟି ର ସୁନା ପୁଅ ଙ୍କୁ!-->…
Read More...
Read More...
ଗାଇଡଲାଇନ୍ ଭିତରେ ହେବ ଗଶେଶ ପୂଜା
ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଭାଦ୍ରବ ଶୁକ୍ଳ ଚତୁର୍ଥୀ ରେପାଳିତ ହୋଇଛି ଗଣେଶ ପୂଜା । ମାତ୍ର ଗତ ବର୍ଷ ପରି ଏ ବର୍ଷ ମଧ୍ୟ କଟକଣା ଭିତରେ ପୂଜା ପାଇଛନ୍ତି ଗଜାନନ ।!-->…
Read More...
Read More...
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରମୋଦ ଭଗତ :ବିମାନ ବନ୍ଦର ରେ ଦିଆଗଲା ଉଛ୍ୱସିତ ସମ୍ବର୍ଦ୍ଧନା
ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ରେ ସ୍ୱର୍ଣ୍ଣ ପଦକ ଜିତି ଓଡିଶାରେ ପହଞ୍ଚିଲେ ପ୍ରମୋଦ ଭଗତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଛ୍ୱସିତ!-->…
Read More...
Read More...
ପାର୍ବଣ ପାଇଁ ଏସଆରସି ଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍
କରୋନା ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହର ପାଦ ଥାପିବାର ଆଭାସ ମିଳି ସାରିଲାଣି I ରାଜ୍ୟରେ ଏବେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ମୃତ୍ୟୁ ସଂଖ୍ୟା!-->…
Read More...
Read More...
Ganesha worship is held at various places in Bhubaneswar
Ganesha worship is held at various places in Bhubaneswar
Read More...
Read More...