Browsing Category

State

ବିଜେପି ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଚିଠି ଦେଲେ

ବିଧାନସଭା ଆରମ୍ଭ ହେବାର ଆଜି ୫ ମ ଦିନରେ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଉଭୟ ବିରୋଧୀ ଓ ଶାସକ ଦଳ ପକ୍ଷରୁ ହୋହଲ୍ଲା କରାଯାଇଛି । ବାଚସ୍ପତି ଗୃହକୁ
Read More...

୫ ଦିନରେ ମଧ୍ୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ : ଗୃହ କୁ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି

ବିରୋଧୀ ଙ୍କ ହଟ୍ଟଗୋଳ ଯୋଗୁ ଲଗାତର ପଞ୍ଚମ ଦିନରେ ମଧ୍ୟ ଗୃହ ଚାଲିପାରି ନାହିଁ । ତେଣୁ ଗୃହକୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ
Read More...

ଆଜି ରାଜ୍ୟରୁ ୨୭୦ ସଂକ୍ରମିତ ଚିହ୍ନଟ, ୩ ମୃତ

ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ କରୋନା ଗ୍ରାଫ ତଳ ଉପର ହେଉଛି I ଗତ କାଲି ରାଜ୍ୟରୁ ସଂକ୍ରମିତ ଙ୍କ ସଂଖ୍ୟା ୨୦୦ ପାର କରିଥିବା ବେଳେ ଆଜି ରାଜ୍ୟରୁ ୨୭୦ ଜଣ ପଜିଟିଭ
Read More...

‘ଜୱାଦ’ ପ୍ରଭାବରେ ଆସନ୍ତା ଦୁଇ ଦିନ ଉତ୍ତର ଓଡ଼ିଶାରେ ଲାଗି ରହିପାରେ ବର୍ଷା

ଜୱାଦ’ ର ପ୍ରଭାବ ଟ୍ୱିନ୍‌ ସିଟି ରେ କମି ଯାଇଥିବାବେଳେ ଆସନ୍ତା ଦୁଇ ଦିନ ପାଇଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଠାରୁ
Read More...

ଉନ୍ନତ ଚିକିତ୍ସା ପାଇଁ ନନ୍ଦ ସାର ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର ( ନନ୍ଦ କିଶୋର ପୃଷ୍ଟି ) ନିକଟରେ କରୋନା ରେ ଆକ୍ରାନ୍ତ ହୋଇ ଯାଜପୁରର କଳିଙ୍ଗ ନଗରରେ ଏକ ଘରୋଇ
Read More...

‘ଓମିକ୍ରନ’ ବିରୋଧରେ ଭାରତୀୟ ଟିକା କାମ କରୁଛି : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

‘ଓମିକ୍ରନ’ ବିରୋଧରେ ଭାରତୀୟ ଟିକା କାମ କରୁଛି ଏବଂ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ଏହାର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି
Read More...

ଓମିକ୍ରନ୍‌ ପାଇଁ ବଢ଼ିଲା ଚିନ୍ତା :ଓଡିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ର ଚେତାବନୀ

ଦେଶରେ ଏବେ କରୋନା ଭୂତାଣୁର ନୂତନ ପ୍ରଜାତି ଓମିକ୍ରନ୍‌ କୁ ନେଇ ଚିନ୍ତା ବୃଦ୍ଧି ପାଇଛି। ଭାରତ ରେ ଓମିକ୍ରନ୍‌ ସଂକ୍ରମିତ ଙ୍କ ସଂଖ୍ୟା ଧୀରେ ଧୀରେ ଚିହ୍ନଟ ହେଉଛି
Read More...

ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ,ମାହାଙ୍ଗା ଥାନା ଆଇଆଇ ଙ୍କୁ କାରଣ ଦର୍ଶାଇ ନୋଟିସ୍‌

ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମାହାଙ୍ଗା ଥାନା ଆଇଆଇ ଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଛନ୍ତି ସାଲେପୁର ଜେଏମ୍‌ଏଫ୍‌ସି । କେବଳ ସେତିକି ନୁହେଁ,
Read More...

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ ଆଉ ନାହାନ୍ତି

ଦୀର୍ଘଦିନ ଧରି କୋଭିଡରେ ଆକ୍ରାନ୍ତ ହୋଇ ନିକଟରେ ସୁସ୍ଥ ହୋଇଥିବା ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ଝିଅ
Read More...

ରାଜ୍ୟର ଭିକାରୀ ମାନଙ୍କ ସଂଖ୍ୟା କେତେ ? ତାଲିକା ଦେଲେ ସରକାର

ରାଜ୍ୟରେ କେତେ ଜଣ ଭିକ୍ଷୁକ ରହିଛନ୍ତି ଏହାର ଏକ ତାଲିକା ପ୍ରକାଶ କରିଛନ୍ତି ସରକାର ଭିକ୍ଷୁକଙ୍କ ମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ଙ୍କ ତରଫରୁ କଣ ବ୍ୟବସ୍ଥା
Read More...