Browsing Category
State
କିଟ୍ ରେ ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ ଅନ୍ତର୍ଜାତୀୟ କର୍ମଶାଳା
ଭୁବନେଶ୍ୱର, ୨୧ ।୨: ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ କିଟ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ କର୍ମଶାଳା ଆଇଡବ୍ଲୁଡିଏସ୍-୨୦୨୫ ଶୁକ୍ରବାର ଉଦଘାଟିତ!-->…
Read More...
Read More...
ଜମି କେଳେଙ୍କାରୀ ରୋକିବାକୁ ସ୍ପେଶାଲ ଡ୍ରାଇଭ୍: ଆଇନମନ୍ତ୍ରୀ
ଭୁବନେଶ୍ୱର: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ସରକାରୀ ଓ ଜଙ୍ଗଲ ଜମି ଦଖଲ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା କାର୍ଯ୍ୟାନୁଷ୍ଠାନ!-->…
Read More...
Read More...
ମୋ ବସରେ ଲାଗିଲା ନିଆଁ, ଭୟଭୀତ ହୋଇ ଝରକା ପଟେ ବାହାରିଲେ ଯାତ୍ରୀ
ଭୁବନେଶ୍ବର: ମୋ ବସରେ ନିଆଁ ଲାଗି ଗାଡିରୁ ବାହାରିଲା ଧୂଆଁ । ଭୟଭୀତ ହୋଇ ଝରକା ପଟେ ବାହାରକୁ ବାହାରିଲେ ଯାତ୍ରୀ । କଟକ ଜିଲ୍ଲା ଚୌଦ୍ୱାର ବ୍ୟାରେଜ ନିକଟରେ ଆଜି ଏକ!-->…
Read More...
Read More...
ନକ୍ସଲଙ୍କ ବନ୍ଧୁକ କାରଖାନା ଠାବ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ କରୁଥିଲେ ବଡ଼ ଯୋଜନା
ଭୁବନେଶ୍ବର : ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା ଠାବ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ CRPF କୋବ୍ରା ଯବାନ ଓ DRG ଯବାନଙ୍କ କମ୍ବିଂ!-->…
Read More...
Read More...
ଆହୁରି ୪ ଦିନ ବର୍ଷା: ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଆହୁରି ୪ ଦିନ ଯାଏଁ ବିଜୁଳି ଘଡ଼ଘଡି ସହ ବର୍ଷା ସମ୍ଭାବନା। ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରଭାବ ରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ!-->…
Read More...
Read More...
ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ
ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ଗୃହ ଚାଲିଥିଲା। ୨୨ରୁ ମାର୍ଚ୍ଚ ୬!-->…
Read More...
Read More...
ଯୋଡ଼ା-ବଡ଼ବିଲ, ବଡ଼ବିଲ-ବରଷୁଆଁ ରେଳ ଲାଇନ ସମ୍ଭାବନା ଉଜ୍ଜ୍ୱଳ
ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି। ୨୫୦ କିଲୋମିଟର ଦୀର୍ଘ!-->…
Read More...
Read More...
ବଜେଟ୍ ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ସମୃଦ୍ଧ, ସଶକ୍ତ ରାଜ୍ୟ ଗଢ଼ି ତୋଳିବାକୁ ଯାତ୍ରା ଆରମ୍ଭ
ଭୁବନେଶ୍ୱର: ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଯାତ୍ରା ଆରମ୍ଭ କରିଛୁ। ଏହି ବୃହତ୍ତର ଲକ୍ଷ୍ୟରେ ଚଳିତ ବଜେଟ୍ ଏବଂ ଆଗାମୀ!-->…
Read More...
Read More...
ସୋଆରେ ବିଶ୍ୱ ମାତୃଭାଷା ଦିବସ ପାଳିତ
ମାତୃଭାଷାକୁ ବଂଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ : ପ୍ରଫେସର ଗାୟତ୍ରୀବାଳା ପଣ୍ଡା
ଭୁବନେଶ୍ୱର, ଫେବୃଆରୀ ୨୧: ବିଶ୍ୱରେ ୭୦୦୦ ରୁ!-->!-->!-->…
Read More...
Read More...
କିଟ ଘଟଣାରେ ୪ଟି ଦିଗ ଉପରେ ହେବ ତଦନ୍ତ: ସୂର୍ଯ୍ୟବଂଶୀ
ଭୁବନେଶ୍ୱର: କିଟ ଘଟଣାରେ ୪ଟି ଦିଗ ଉପରେ ତଦନ୍ତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା!-->…
Read More...
Read More...