Browsing Category
State
ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ
ପୁରୀ ବରିଷ୍ଠ ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣାରେ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହରି ପଣ୍ଡା, କୁନମୁନ ସୁଆର ଏବଂ ଟୁଟୁ!-->…
Read More...
Read More...
ରାଜ୍ୟରେ ୩୨ କରୋନା ଜଣ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮!-->…
Read More...
Read More...
ଓଡିଶାରୁ ୫ ଜଣ ପାଇଲେ ‘ପଦ୍ମ ପୁରସ୍କାର’: ବାବା ବଳିଆ ଏବଂ ଶ୍ୟାମାମଣିଙ୍କୁ ପଦ୍ମଶ୍ରୀ, ସଚ୍ଚିଦାନନ୍ଦ…
ସମାଜ ସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ ଆଧ୍ୟାତ୍ମିକ ପ୍ରବଚକ ବାବା ବଳିଆ । ଆଜି ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର ସମାରୋହରେ ବାବା ବଳିଆଙ୍କୁ ସମ୍ମାନିତ!-->…
Read More...
Read More...
ନିଶାମୁକ୍ତ ଅଭିଯାନରେ ବାର୍ତ୍ତାବହ ହୁଅନ୍ତୁ ସୋଆ ଛାତ୍ରଛାତ୍ରୀ: ପୋଲିସ୍ କମିଶନର
ଧଳା ଜହର ବଳୟରେ ସମାଜ କଳୁଷିତ ହେବାରେ ଲାଗିଛି । ଅନେକ ପରିବାର ଧ୍ୱଂସ ହୋଇଯାଉଛି । ତେବେ ସମାଜକୁ ନିଶାମୁକ୍ତ କରିବାରେ ଯୁବଗୋଷ୍ଠୀଙ୍କର କର୍ତ୍ତବ୍ୟ ଅଧିକ ରହିଛି ।!-->…
Read More...
Read More...
ସମ୍ ଅଲ୍ଟିମେଟ୍ ମେଡିକେୟାର ଓ ସମ୍ କୋଭିଡକୁ ‘ସିକ୍ସ ସିଗମା ହେଲ୍ଥ କେୟାର ଏକ୍ସିଲେନ୍ସ’ ସମ୍ମାନ
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମf) । ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ!-->…
Read More...
Read More...
କମିଲା କରୋନା : ରାଜ୍ୟରେ ଆଉ ୪୦ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ବର୍ତ୍ତମାନ କମୁଛି କରୋନା I ସେହିପରି ମୃତ୍ୟୁ ସଂଖ୍ୟା ରେ ମଧ୍ୟ ବ୍ରେକ ଲାଗିପାରିଛି I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ କରୋନା ସଂକ୍ରମିତ ଚିହ୍ନଟ!-->…
Read More...
Read More...
ପଖାଳ ଖାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପାଳିଲେ ‘ପଖାଳ ଦିବସ’
ଆଜି ହେଉଛି ପଖାଳ ଦିବସ। ୨୦୧୫ ଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଓଡ଼ିଆ ଘରର ଏହା ହେଉଛି ପ୍ରମୁଖ ପାରମ୍ପରିକ ଖାଦ୍ୟ । ଓଡ଼ିଶା ଓ!-->…
Read More...
Read More...
‘ପଖାଳ ମୋର ପସନ୍ଦ’: ମୁଖ୍ୟମନ୍ତ୍ରୀ
ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଖାଳ ଦିବସ ଉପଲକ୍ଷେ ଓଡ଼ିଶାବାସୀ ଙ୍କୁ ଶୁଭେଚ୍ଛା ଜଣIଇଛନ୍ତି I ଏହା ସହିତ ସେ ନିଜେ ମଧ୍ୟ ମହା ଆନନ୍ଦରେ ପଖାଳ କଂସା ର!-->…
Read More...
Read More...
ଖରସ୍ରୋତା ନଦୀରେ ଅଘଟଣ : ମିଳିଲା ଆଉ ୨ ମୃତ ଦେହ
ଗତକାଲି ଯାଜପୁର ଜିଲ୍ଲା ବଡ଼ସୁଆର ଖରସ୍ରୋତା ନଦୀର ମଙ୍ଗଳାଘାଟରେ ୭ଜଣ ଯୁବକ ବୁଡି ଯାଇଥିଲେ I ସାଙ୍ଗ ହୋଇ ହୋଲି ଖେଳି ସାରି ଗାଧୋଇ ଯିବା ସମୟରେ ଏହି ଅଘଟଣ ଘଟି!-->…
Read More...
Read More...
କମୁଛି ସଂକ୍ରମଣ : ରାଜ୍ୟରୁ ୭୨ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇ ସ୍ଥିତି ନିୟନ୍ତ୍ରଣରେ ରହିଛି I ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ!-->…
Read More...
Read More...