Browsing Category

State

ଅଧୁରା ରହିଲା ପୁରୀ ଦର୍ଶନ : କାର-ଡମ୍ପର ଧକ୍କା ୨ ମୃତ ,୨ ଗୁରୁତର

ଜଗା ଦର୍ଶନ ନୋହିଲା I ପୁରୀ ଯାଉଥିବା ସମୟରେ ବାଟରେ ଡମ୍ପର ପଛରେ ପିଟି ହୋଇଗଲା କାର I ଘଟଣାସ୍ଥଳରେ ୨ ଜଣ ଙ୍କ ର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି I
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ
Read More...

ରାୟଗଡାରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ,ନିୟମିତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ…

ହଇଜା ପ୍ରଭାବିତ ଅଂଚଳ ରାୟଗଡ଼ା ଜିଲ୍ଲା କାଶୀପୁର ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ I ସେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ
Read More...

ସୋନିଆଙ୍କୁ ଇଡି ସମନ ନେଇ ବିଧାନ ସଭାରେ କଂଗ୍ରେସ-ବିଜେପି ମୁହାଁମୁହିଁ,୪ ତା ଯାଏଁ ଗୃହ ମୁଲତବୀ

ଶୂନ୍ୟ କାଳରେ ଉଠିଲା ସୋନିଆଙ୍କୁ ଇଡି ସମନ୍ ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଜେପି ମୁହାଁ ମୁହିଁ ହୋଇଛନ୍ତି। ଯାହାକୁ ନେଇ ବିଧାନସଭାକୁ ପ୍ରଥମେ ୧୦ ମିନିଟ୍‌
Read More...

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ…

ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତ ରେ ଯିବେ । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ।
Read More...

ରାଷ୍ଟ୍ରପତି ନିର୍ବାଚନ ରେ କ୍ରସ ଭୋଟିଂ : ମୋକିମ ଙ୍କୁ କାରଣ ଦର୍ଶାଅ ନୋଟିସ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କ୍ରସ ଭୋଟିଂ ପ୍ରସଙ୍ଗରେ କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସ ହାଇକମାଣ୍ଡ ଙ୍କ ପକ୍ଷରୁ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧୭୮ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ କାୟା ମେଳୁଛି ଦୈନିକ କରୋନା ସଂକ୍ରମଣ । ଗତ ୩ ଦିନ ଧରି ଲଗାତାର ହଜାରେ ଉପରେ ରହୁଛି ଦୈନିକ ସଂକ୍ରମଣ I ସେହି ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧୭୮
Read More...

ବିଜେବି କଲେଜ ରେ ପୁଣି ରାଗିଂ, ସୁପର ସିନିୟରଙ୍କ ନାଁରେ ଆଣିଲେ ଅଭିଯୋଗ ଛାତ୍ର

ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ ହୋଇଛି । ଆମ୍ବେଦକର ଛାତ୍ରାବାସରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଙ୍କୁ
Read More...

ଓଡ଼ିଶାରେ ଖୁବ ଶୀଘ୍ର ଆରମ୍ଭ ହେବ ୨୪ ଘଣ୍ଟିଆ ରାସନ ଏଟିଏମ

ବିଧାନସଭାରେ ଗୃହୀତ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି । ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ରାସନ ଏଟିଏମ୍ । ରାଜ୍ୟ ସରକାରଙ୍କ
Read More...

ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା : ବୋଲେରୋ ଉପରେ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌

ବାରିପଦା : ବାଙ୍ଗିରିପୋଷି ଘାଟିରେପୁଣି ଘଟିଲା ଅଘଟଣ । ଏକ ବୋଲେରୋ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌। ଫଳରେ ୬ ଜଣ ଗୁରୁତର ହୋଇଛନ୍ତି। ଆହତ
Read More...