Browsing Category
State
ଖରିଫ୍ ଋତୁରେ ଧାନକିଣା: ପଞ୍ଜିକରଣ କଲେ ୧୭.୪୯ ଲକ୍ଷ ଚାଷୀ
ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଚଳିତ ଖରିଫ ଋତୁ ପାଇଁ ୩୦ ଜିଲ୍ଲାରେ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ନିଜର ନାମକୁ ପଞ୍ଜିକରଣ କରିଛନ୍ତି। ଏହି ତାଲିକାରେ ସର୍ବାଗ୍ରେ!-->…
Read More...
Read More...
ଫେବ୍ରୁଆରୀ ୧୩ରୁ ବିଧାନସଭାର ବଜେଟ୍ ଅଧିବେଶନ
ଭୁବନେଶ୍ୱର: ଫେବ୍ରୁଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନ ଆରମ୍ଭ ହେବ। ତାହା ଏପ୍ରିଲ ୫ରେ ଶେଷ ହେବ। ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏହି ଅଧିବେଶନ!-->…
Read More...
Read More...
ଜାତୀୟ ଶିକ୍ଷା ନୀତି-୨୦୨୦ର ଜାତୀୟ କର୍ମଶାଳା, ପ୍ରି-ସ୍କୁଲ ପିଲାଙ୍କ ପାଇଁ ଖୋଲିବ ଶିଶୁ ବାଟିକା
ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଜାତୀୟ ଶିକ୍ଷା ନୀତି-୨୦୨୦ ସମ୍ପର୍କିତ ଏକ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ ହୋଇଛି । ଏଥିରେ!-->…
Read More...
Read More...
ସମାଜରେ ଭଲ କାମ କରି ନିଜକୁ ପରିଚିତ ନକରାଇବାର ସଂସ୍କାର ଓଡ଼ିଆଙ୍କ ପାଖରେ ଅଛି – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱରରେ “ବାଗଚି-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର”ର ଉଦଘାଟିତ
ଭୁବନେଶ୍ୱର, ଜାନୁଆରୀ ୨୧ – “ବାଗଚି-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର” ଓଡ଼ିଶାର!-->!-->!-->…
Read More...
Read More...
ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ରାଷ୍ଟ୍ରୀୟ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ
ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଜାନୁଆରୀ ୨୧ - ଓଡ଼ିଶା ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି!-->!-->!-->…
Read More...
Read More...
ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଲା ପୁଲିସ
ଭୁବନେଶ୍ବର : ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ପରେ ପୁରୀ ପୁଲିସ୍ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି ପୁରୀ ପୁଲିସ୍।!-->…
Read More...
Read More...
ମୃତ ନକ୍ସଲଙ୍କ ମଧ୍ୟରେ ଓଡ଼ିଶାର ଜୟୀରାମ
ଭୁବନେଶ୍ୱର: ଆଜି ଏନକାଉଣ୍ଟରରେ ନିପାତ ମୋଟ ୧୨ ଜଣ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାର ଜୟୀରାମ ଥିବା ସୂଚନା ମିଳିଛି । ତେବେ ଜୟୀରାମ ନିପାତ ହେବା ଏକ ବଡ଼ ସଫଳତା ବୋଲି ଉଭୟ!-->…
Read More...
Read More...
ବାହାରେ ଥିବା ମହିଳା ବି ପାଇବେ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ୱର: ସୁଭଦ୍ରା ଆବେଦନ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି । ଜିଲ୍ଲା ଭିତ୍ତିକ ସମୀକ୍ଷାକୁ ନେଇ ଶ୍ରୀମତୀ ପରିଡ଼ା ବଡ଼!-->…
Read More...
Read More...
କୋଣାର୍କରେ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, ଫୋକସ୍ରେ ଦକ୍ଷ, ନିରାପଦ, ପରିବେଶ ଅନୁକୂଳ ଖଣି ଖନନ
ଭୁବନେଶ୍ୱର: ଦକ୍ଷ, ନିରାପଦ ଓ ପରିବେଶ ଅନୁକୂଳ ଖଣି ଖନନ ସୁନିଶ୍ଚିତ କରିବା ଜରୁରୀ। ଭବିଷ୍ୟତକୁ ନଜର ଦେଇ ଖଣି ସମୃଦ୍ଧ ରାଜ୍ୟରେ ଏସବୁ ପ୍ରତି ଗୁରୁତ୍ୱ ଦେବାର ବେଳ!-->…
Read More...
Read More...
୨୪ରୁ ଦୁଇ ମାସିଆ ପ୍ରଧାନମନ୍ତ୍ରୀ ‘ଆବାସ ସର୍ଭେ’
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ୍ ସର୍ଭେ ଆସନ୍ତା ୨୪ରୁ ଆରମ୍ଭ ହେବ। ତାହା ଦୁଇମାସ ଧରି ଚାଲିବ। ହିତାଧିକାରୀମାନେ ଆବାସ ପୋର୍ଟାଲ୍ର ଉଭୟ ଅଫ୍ଲାଇନ୍ ଏବଂ!-->…
Read More...
Read More...