Browsing Category
State
ଆର୍ଟ ଅଫ୍ ଗିଭିଂର ପ୍ରୟାସ
କିଟ୍ ରେ ବିଶାଳ ରକ୍ତଦାନ ଶିବିର,ଗୋଟିଏ ଦିନରେ ୪ ହଜାର ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର, ୩୧।୧: କିଟ୍ ପକ୍ଷରୁ ଶନିବାର ଏକ ବିଶାଳ ରକ୍ତଦାନ ଶିବିର!-->!-->!-->…
Read More...
Read More...
ହଷ୍ଟେଲରେ ଝାଡାବାନ୍ତି, ଜଣେ ଛାତ୍ରୀ ମୃତ
ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାବିଷମ କଟକ ବ୍ଲକ ଚାଟିକଣା ପଞ୍ଚାୟତ ବାରିଗୁଡା ଗ୍ରାମରେ ଥିବା ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡ଼ାବାନ୍ତି ଅଭିଯୋଗ । ଝାଡାବାନ୍ତି!-->…
Read More...
Read More...
ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରାଣୀ ଚିକିତ୍ସାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ
ଭୁବନେଶ୍ବର: କୁକୁଡ଼ା ଚାଷ ପାଇଁ ଲାଞ୍ଚ ନେଲା ବେଳେ ଜଣେ ସରକାରୀ ବାବୁ ଫସି ଯାଇଛନ୍ତି। ଯାଜପୁରଜିଲ୍ଲା ବଡ଼ଚଣା ବ୍ଲକ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ପ୍ରୋଗ୍ରାମ!-->…
Read More...
Read More...
କ୍ୟାବିନେଟ୍ ବୈଠକରେ ୧୨ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର: ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ସୂଚନା ଦେଇଛନ୍ତି ରାଜ୍ୟ!-->…
Read More...
Read More...
ଓଡ଼ିଆରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ!-->…
Read More...
Read More...
ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ
ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ । ବିଭିନ୍ନ!-->…
Read More...
Read More...
ଇ-ବସ୍ ଚାଳନା ପାଇଁ ପୁନେ ଯିବେ ମହିଳା
ଭୁବନେଶ୍ୱର: ମହିଳା ଚଳାଇବେ ଆମ ବସ୍ । ଆଜି ତାଲିମ ପାଇଁ ଯିବେ ପୁନେ । ଅପରାହ୍ନ ୫ଟା ୩୦ ମିନିଟ୍ରେ ୨୦ ଜଣ ମହିଳା ତାଲିମ ପାଇଁ ଯିବେ ପୁନେ । ଫ୍ଲାଇଟ୍ ଟିକେଟ୍!-->…
Read More...
Read More...
ବ୍ରହ୍ମପୁର ହଳଦିଆପଦର ଛକରେ ମର୍ମନ୍ତୁଦ ଦୁର୍ଘଟଣା, ୫ ଜଣଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ
ଭୁୂବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ହଳଦିଆପଡ଼ା ଛକରେ ଆଜି ଘଟିଥିବା ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ୫ ଜଣଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ। ସମସ୍ତଙ୍କର ମୃତ୍ୟୁ!-->…
Read More...
Read More...
କଲେଜରେ ଖଟି କରୁଥିବା ଅଧ୍ୟାପକ/ଅଧ୍ୟାପିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଏଣିକି କଲେଜରେ ଯଦି କେବେ ଖଟି କରିବାର ପ୍ରମାଣ ମିଳେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଠୋର କାର୍ଯ୍ୟାନୁଷ୍ଠାନ ସହ!-->…
Read More...
Read More...
ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ର ନୂତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ‘ରିଦିମ୍…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି)ର ୨୦୨୫-୨୬ ବ୍ୟାଚ୍ର ପ୍ରଥମ ବର୍ଷ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍!-->…
Read More...
Read More...