Browsing Category
State
ଫେମିନା ୱିମେନ୍ ଆଚିଭର୍ସ, ଓଡ଼ିଶା ୨୦୨୫ ସମ୍ମାନ – ସୋଆର ମହିଳା ୱର୍କଫୋର୍ସକୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ…
ସୋଆର ମହିଳା ୱର୍କଫୋର୍ସକୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ମାନ ପ୍ରଦାନ
ଭୁବନେଶ୍ୱର, ଜୁଲାଇ ୨୮: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ଓ ଏହାର!-->!-->!-->…
Read More...
Read More...
ଘୋଷଣା ହେବ ବିଜେପି ରାଜ୍ୟ କମିଟି
ଭୁବନେଶ୍ୱର: ବିଜେପି ରାଜ୍ୟ କମିଟି ଘୋଷଣା ହେବାକୁ ଯାଉଛି। ଏହା ଖୁବ୍ ଶୀଘ୍ର ହେବ ବୋଲି ଜଣାପଡ଼ିଛି। ଏ ନେଇ ଗତ ଶନିବାର ରାତି ୨ଟା ପର୍ଯ୍ୟନ୍ତ ଓ ରବିବାର ଦିନ ଦୀର୍ଘ!-->…
Read More...
Read More...
ହ୍ୟାକ୍ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟ୍,ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ
ଭୁବନେଶ୍ୱର: ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ସାଇଟ୍ ହ୍ୟାକ୍ ହୋଇଛି। କେହି ଦୃର୍ବୃତ୍ତ ୱେବସାଇଟ୍କୁ ହ୍ୟାକ୍ କରି ଦେଇଥିବା ଦେଖିବାକୁ ମିଳିଛି ।!-->…
Read More...
Read More...
ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ
ଭୁବନେଶ୍ୱର: ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ!-->…
Read More...
Read More...
କଟକ ଓଏମପି ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ନିର୍ମାଣ ହେବ ଏଲିଭେଟେଡ କରିଡର:ସାଂସଦ ଭର୍ତ୍ତୃହରି ମହତାବ
ଭୁବନେଶ୍ବର: କଟକ ଓଏମପି ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏଲିଭେଟେଡ କରିଡର ନିର୍ମାଣ କରାଯିବ ବୋଲି ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି। ଭିଡ଼ କମାଇବା ପାଇଁ!-->…
Read More...
Read More...
ବଲାଙ୍ଗିର ଜିଲ୍ଲାରେ ଧାର୍ଯ୍ୟ ହେଲା ଲଗ୍ନ:ଅଗଷ୍ଟ ୨୮ ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ
ଭୁବନେଶ୍ଵର: ଆସନ୍ତା ମାସ ୨୮ ତାରିଖରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଆଜି ନୂଆଁଖାଇ ପାଇଁ ବଲାଙ୍ଗିର ଜିଲ୍ଲାରେ ଲଗ୍ନ ଧାର୍ଯ୍ୟ ହୋଇଛି। ଭାଦ୍ରବ!-->…
Read More...
Read More...
ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
ଭୁବନେଶ୍ୱର: ଚାଷୀ ପଞ୍ଜୀକରଣ ଲାଗି ସମୟସୀମା ଜୁଲାଇ ମାସ ୧୯ ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ତେବେ ପଞ୍ଜୀକରଣରେ ଚାଷୀମାନେ ଅସୁବିଧାର!-->…
Read More...
Read More...
ଗିରଫ ହେଲେ ଭୁବନେଶ୍ବର ବିଜେଡି କରର୍ପୋରେଟର ଅମରେଶ ଜେନା
ଭୁବନେଶ୍ବର: ଶେଷରେ ଭୁବନେଶ୍ବର କରର୍ପୋରେଟର ଅମେରଶ ଜେନାଙ୍କୁ ଲକ୍ଷ୍ମୀ ସାଗର ପୋଲିସ ଗିରଫ କରିଛି। ସେ ବାଲେଶ୍ବରରେ ଲୁଚିଥିବାରୁ ଜାଣିବା ପରେ ଲକ୍ଷ୍ମୀ ସାଗର ପୋଲିସ!-->…
Read More...
Read More...
ମନ କୀ ବାତରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର କରିଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ବିଷୟରେ ଚର୍ଚ୍ଚା କଲେ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୨୪ତମ ଅଧ୍ୟାୟରେ ଦେଶବିଦେଶର ଶ୍ରୋତାଙ୍କ ସହ ମତବିନିମୟ!-->…
Read More...
Read More...
୩ ନଦୀରେ ବନ୍ୟା ଜଳ; ଅନେକ ଗାଁ ପାଣିଘେରରେ
ଭୁବନେଶ୍ୱର: ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ୁଛି । ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ୧୮.୯୦ ମିଟର!-->…
Read More...
Read More...