Browsing Category
State
ମାଓବାଦୀଙ୍କ ଆଜି ବନ୍ଦପାଳନ: ମାରିଲେ ପୋଷ୍ଟର ବ୍ୟାନର
ରାୟଗଡ଼ା: ବିଜିଏନ ଡିଭିଜିନାଲ କମିଟି ପକ୍ଷରୁ ଗତ କିଛି ଦିନ ତଳେ ୭ଟି ବନ୍ଦ ଡାକରା ଦେଇଥିଲେ। ଆଜି ମୋ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ!-->…
Read More...
Read More...
୧୪ ସ୍ଥାନରେ ୪୦ ଉପରେ ପାରଦ; ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଆଜି ରାଜ୍ୟର ୧୪ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା!-->…
Read More...
Read More...
ଆଜି ଠାରୁ ଓଡିଶାରୁ ଦୁବାଇକୁ ସିଧା ବିମାନ ସେବା ଆରମ୍ଭ
ଭୁବନେଶ୍ୱର : ମାନଯାତ୍ରୀଙ୍କ ଲାଗି ଖୁସି ଖବର । ଆଜିଠାରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧା ଦୁବାଇକୁ ଉଡିବ ବିମାନ । ସଂଧ୍ୟା ୬ଟା ୩୦ରେ ବିଜୁ!-->…
Read More...
Read More...
କିମ୍ସରେ ବିଶ୍ୱ ମାତୃ ଦିବସ
ଭୁବନେଶ୍ୱର ୧୪ -୫: ମାଆର ମମତା ଓ ବାତ୍ସଲ୍ୟ ସନ୍ତାନଙ୍କ ଜୀବନର ସ୍ରୋତ I ମାଆ ନିଜ ସନ୍ତାନ ପାଇଁ ସମଗ୍ର ଜୀବନ କଷ୍ଟ ସହ୍ୟ କରିଥାଏ ଏବଂ ପ୍ରତି ବଦଳରେ ସନ୍ତାନକୁ!-->…
Read More...
Read More...
ମନ ଓ ଦେହକୁ ଶାନ୍ତି ଦେଉଛି ଶୀତଳ ବାମ୍ପ ସେବା
ପୁରୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ପୁରୀ ଟାଉନ ହଲ ଛକ । ଆଉ ଏ ଜାଗା ସଭିଙ୍କର ଭାରୀ ପ୍ରିୟ। ଆପଣ!-->…
Read More...
Read More...
ଜଙ୍ଗଲରେ ଲୁଚାଇ ରଖିଥିଲେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ, ଚାଲାଣ ପୂର୍ବରୁ ପୁଲିସ ପହଞ୍ଚିଲା
ଜଙ୍ଗଲରେ ଲୁଚାଇ ରଖିଥିଲେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ। ଚାଲାଣ ପୂର୍ବରୁ ପୁଲିସ ଜଙ୍ଗଲରେ ଚଢ଼ାଉ କରି ଏହି ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ଜବତ କରିଛି। କନ୍ଧମାଳ ଜିଲ୍ଲା!-->…
Read More...
Read More...
ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ,କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା
ସ୍ନେହା ନାୟକ କଳାରେ ଓଡ଼ିଶା ଟପ୍ପର
ଭୁବନେଶ୍ୱର,୧୨ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା!-->!-->!-->…
Read More...
Read More...
ଚେୟାର ପାଇଁ କଂଗ୍ରେସ ନେତାଙ୍କ କଳି, ପ୍ରେସମିଟରେ ତଳେ ହେଲେ ଗଡ଼ାଗଡ଼ି
ରାଉରକେଲା: ଚେୟାରରେ ବସିବାକୁ ନେଇ ହାତାହାତି ହେଲେ କଂଗ୍ରସ ନେତା । ପ୍ରେସମିଟରେ କିଏ ବସିବ ଆଗ ଧାଡ଼ିରେ ? ଯାହାକୁ ନେଇ ରାଉରକେଲାରେ ଦୁଇ ପୁରୁଖା କଂଗ୍ରେସ!-->…
Read More...
Read More...
ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି; ଏଣିକି ଥରେ ଓଟିଇଟି ପାସ୍ କଲେ ଜୀବନବ୍ୟାପୀ ରହିବ ବୈଧତା
ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ):!-->!-->!-->…
Read More...
Read More...
ମୋଦିଙ୍କୁ ଭେଟିଲେ, ଆଗାମୀ ନିର୍ବାଚନ ଏକାକୀ ଲଢିବୁ
ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ହେଲା କିନ୍ତୁ ସଂଶୟ ଦୂର ହେଲାନି । ମୋଦିଙ୍କୁ ଭେଟିଲେ ନବୀନ । କିନ୍ତୁି ତୃତୀୟ ସାମ୍ମୁଖ୍ୟ ନେଇ କିଛି କହିଲେନି । ଆଜି ନୂଆ!-->…
Read More...
Read More...