Browsing Category
State
ଅନୁଗୋଳରେ ମହିଳା ସମାବେଶ ଓ ଢେଙ୍କାନାଳ ଖମାରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ
ମୋତେ ଯେତେ ଗାଳିମନ୍ଦ କଲେ ବି ମୁଁ ଜନତାଙ୍କ ସ୍ୱାର୍ଥ ପାଇଁ ବାରମ୍ବାର ସ୍ୱର ଉତ୍ତୋଳନ କରିବି - ଧର୍ମେନ୍ଦ୍ର ପ୍ରଧାନ
• ମୋଦୀ ଚାଉଳ ଦେଲେ, କିନ୍ତୁ ନବୀନ ସରକାର!-->!-->!-->…
Read More...
Read More...
କାଠଫାଳିଆରେ ପିଟିପିଟି ମା’ କୁ ହତ୍ୟା କଲା ଝିଅ
ଢେଙ୍କାନାଳ: ଝିଅର କାଠ ଫାଳିଆ ମାଡ଼ରେ ମାଆ ର ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଝିପାଳ ଗ୍ରାମରେ । ଏନେଇ ଥାନାରେ ଅଭିଯୋଗ ପରେ!-->…
Read More...
Read More...
ବିଘଟନକାରୀ ବୈଷୟିକ ଜ୍ଞାନକୌଶଳକୁ ସାମ୍ନା କରି ନିଜକୁ ଖାପ ଖୁଆଇବା ଆବଶ୍ୟକ : ଏଆଇସିଟିଇ ଅଧ୍ୟକ୍ଷ
ସୋଆରେ ଦୁଇ ଦିନିଆ ଏଚ୍ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ ଉଦ୍ଯାପିତ
ଭୁବନେଶ୍ୱର, ୨୭/୪: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ଅର୍ଥାତ୍ କୃତ୍ରିମ!-->!-->!-->…
Read More...
Read More...
ଏଏପି ବିଧାୟକ ଅମାନତୁଲ୍ଲା ଖାନଙ୍କୁ ବଡ ଆଶ୍ବସ୍ତି, ଅର୍ଥ ହେରଫେର ମାମଲାରେ ମିଳିଲା ଜାମିନ
ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ଦିଲ୍ଲୀ ୱାକଫ ବୋର୍ଡ ସହ!-->…
Read More...
Read More...
ଓଡିଶାରେ ଘନିଭୂତ ହେଲାଣି ପ୍ରଚାର, ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ
ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ଧିରେ ଧିରେ ଘନିଭୂତ ହେବାରେ ଲାଗିଲାଣି। ବିଜେପି ପାଇଁ ଚାଣକ୍ୟ ଅମିତ ଶାହ ପ୍ରଚାର କରି!-->…
Read More...
Read More...
ବିଜେଡ଼ିରେ ଯୋଗ ଦେଲେ ସମ୍ବଲପୁର ମ୍ୟୁନିସିପାଲିଟିର ୪ଜଣ ପୂର୍ବତନ ବିଜେପି କାଉନସିଲର
ଭୁବନେଶ୍ୱର: ସମ୍ବଲପୁର ମ୍ୟୁନିସିପାଲିଟିର ୪ଜଣ ପୂର୍ବତନ ବିଜେପି କାଉନସିଲର ରତନ ସୁନା, ଗଙ୍ଗାଧର ଷଣ୍ଢ, ବିରେନ୍ଦ୍ର ରାୟ ଓ ଜୟକିଷୋର ଜାଲ ଆଜି ଶଙ୍ଖଭବନ ଠାରେ!-->…
Read More...
Read More...
କେବଳ ନବୀନ ଇଞ୍ଜିନ ଚାଲିବ:ପାଣ୍ଡିଆନ
ଭୁବନେଶ୍ବର: ଓଡିଶାରେ କେବଳ ନବୀନ ଇଞ୍ଜିନ ଚାଲିବ। ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ!-->…
Read More...
Read More...
ଟିକେଟ ଫେରାଇ ନେବାରୁ ଇସ୍ତଫା
ଭୁବନେଶ୍ୱର: ବର୍ତ୍ତମାନର ନିର୍ବାଚନୀ ମାହୋଲ ଭିତରେ ଦଳ ଅଦଳ ବଦଳ ଭଳି ଟିକେଟ ଅଦଳ ବଦଳ ବି ହେଉଛି । କଂଗ୍ରେସରେ ଏଭଳି ଟିକେଟ ଅଦଳବଦଳ ଅଧିକ ହୋଇଛି । ତେବେ ଟିକେଟ!-->…
Read More...
Read More...
ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ ହିଟ୍ ୱେଭ୍ !
ଅସହ୍ୟ ଗରମ ଏବଂ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ ହିଟ୍ ୱେଭ୍ ସ୍ଥିତି ରହିବ । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା!-->…
Read More...
Read More...
ଲିଭୁନି ଶିମିଳିପାଳ ନିଆଁ
ବାରିପଦା: ରାଜ୍ୟରେ ଥମୁନି ଜଙ୍ଗଲ ନିଆଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଓଡ଼ିଶାର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ସେପଟେ ଶିମିଳିପାଳ ପାଦ ଦେଶ ଜଳୁଥିବା ବେଳେ ଏବେ!-->…
Read More...
Read More...