Browsing Category
State
ଶ୍ରୀମନ୍ଦିର ଭିତରୁ ଡାଲ୍ଡା ଘିଅ ଜବତ
ପୁରୀ : ଶ୍ରୀମନ୍ଦିର ଭିତରୁ ଡାଲ୍ଡା ଘିଅ ଜବତକରାଯାଇଛି । ଏନେଇ ଜନୈକ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଇଛି ।ଏହି ଘଟଣା ପରେ କୌଣସି ପ୍ରକାର ବିଶୃଙ୍ଖଳାକୁ!-->…
Read More...
Read More...
ଏସ୍ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍ଟେସନ୍ କାର୍ଯ୍ୟକ୍ରମ ‘ପ୍ରାରମ୍ଭ-ଦ…
ଭୁବନେଶ୍ୱର, ନଭେମ୍ବର ୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ କ୍ୟାମ୍ପସ -୨ ଫୁଲନଖରାରେ ସୋମବାର ୨୦୨୫-୨୬ ପ୍ରଥମ!-->…
Read More...
Read More...
ନୂଆପଡା କୋମନାରେ ପ୍ରଚାର କଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡାରେ ପହଂଚିଛନ୍ତି । କୋମନା ବ୍ଲକ ର ତାରାବୋଡ଼,ଧାନମଣ୍ଡି ପଡିଆ ରେ ଆୟୋଜିତ!-->…
Read More...
Read More...
ବିଜେଡ଼ି ଛାଡି ବିଜେପି ରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
ଭୁବନେଶ୍ୱର: ବିଜେପିରେ ମିଶିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ। ରାଜ୍ୟ!-->…
Read More...
Read More...
ଳିତ ବର୍ଷ କିଟ୍ ନହ୍ନିପରୀର ରୌପ୍ୟ ଜୟନ୍ତୀ
ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ
ଡିସେମ୍ବରରେ ହେବ ଗ୍ରାଣ୍ଡ ଫିନାଲେ,ପୁରସ୍କାର ରାଶି ୫୬ ଲକ୍ଷକୁ ବୃଦ୍ଧି
ଭୁବନେଶ୍ୱର, ୨ ।୧୧: କିଟ୍!-->!-->!-->!-->!-->…
Read More...
Read More...
ରୁଚି କମ୍ପାନୀର ପ୍ରତିଷ୍ଠାତା ଡ.ଶରତ ସାହୁଙ୍କ ପରଲୋକ
ଭୁବନେଶ୍ୱର : ଶିଳ୍ପ ଜଗତରେ ଶୋକର ଛାୟା I ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି କମ୍ପାନୀର ପ୍ରତିଷ୍ଠାତା ଡ.ଶରତ ସାହୁଙ୍କ ପରଲୋକ I ଆଜି ଅପରାହ୍ନରେ ମୁମ୍ବାଇ ଲୀଳାବତୀ!-->…
Read More...
Read More...
ଡିସେମ୍ବର ୩୧ ଯାଏଁ ଇ-କେୱାଇସି ଅବଧି ବୃଦ୍ଧି
ଭୁବନେଶ୍ୱର : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର I ଇ-କେୱାଇସି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର I ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା!-->…
Read More...
Read More...
କାଠଯୋଡ଼ିରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ନାବାଳକ
ଭୁବନେଶ୍ବର: ପଞ୍ଚୁକରେ ଅଘଟଣ। କୀର୍ତ୍ତନ କରିବାକୁ ଆସିଥିଲେ ଦୁଇ ନାବାଳକ। କିନ୍ତୁ ଗାଧୋଉଥିବା ବେଳେ ଦୁଇ ନାବାଳକ ବୁଡ଼ିଗଲେ। ଖାନନଗର ସ୍ଥିତ କାଠଯୋଡ଼ିରେ ଗାଧୋଉଥିବା!-->…
Read More...
Read More...
ଏସଆଇ କେଳେଙ୍କାରୀ: ଶଙ୍କରକୁ ୫ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ଜେରା
ଭୁବନେଶ୍ବର:ଏସଆଇ କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓ ତାର ସହଯୋଗୀ ମୁନାକୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟି ଏବଂ ସହଯୋଗୀ!-->…
Read More...
Read More...
ନୂଆପଡ଼ା ଗସ୍ତରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ
ନୂଆପଡା: ନୂଆପଡ଼ାରେ ଧିରେ ଧିରେ ଜମିଲାଣି ପ୍ରଚାର। ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ରହିଲା ଆଉ ସପ୍ତାହେ । ଏହି ଉପନିର୍ବାଚନ ତିନି ଦଳ ପାଇଁ ପାଲଟିଛି ସମ୍ମାନର!-->…
Read More...
Read More...