Browsing Category
State
ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ
ଅଚ୍ୟୁତ ସାମନ୍ତ ଜାତୀୟସ୍ତରରେ ସମ୍ମାନୀତ
ଭୁବନେଶ୍ୱର,୨୯ । ୯: କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍ ଅଫ୍ ହେଲ୍ଥକେୟାର!-->!-->!-->…
Read More...
Read More...
କାର ଭିତରୁ ମିଳିଲା ପୁଳାପୁଳା ଟଙ୍କା
ଭୁବନେଶ୍ୱର,: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ୍ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ ଏକ!-->…
Read More...
Read More...
ଗୁଜରାଟରେ ସୋମବାର ହେବ ପଲିଗ୍ରାଫ ପରୀକ୍ଷା
ଭୁବନେଶ୍ବର : ଭରତପୁର ଥାନାରେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ମାମଲା। ଆଜି ଗୁଜରାଟ ଯିବେ ନିଲମ୍ବିତ ପୁଲିସ । ସେଠାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ!-->…
Read More...
Read More...
ସ୍ମିତାରାଣୀ ମାମଲାର ହେବ ତଦନ୍ତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ କରାଯିବ । ଯାଜପୁରରେ ଅନୁଷ୍ଠିତ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ!-->…
Read More...
Read More...
ଅକ୍ଟୋବର ୯ ରେ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ସୁଭଦ୍ରା ଯୋଜନାର ଟଙ୍କା ବଳକା ହିତାଧିକାରୀଙ୍କୁ କେବେ ମିଳିବ ସେ ନେଇ ସମସ୍ତଙ୍କର ଅପେକ୍ଷା ରହିଥିଲା। ଏବେ ସେହି ଅପେକ୍ଷାର ଅନ୍ୟ ଘଟିଛି। ବଳକା ମହିଳା!-->…
Read More...
Read More...
ଖୁବଶୀଘ୍ର ବୋର୍ଡ, ନିଗମ ଅଧ୍ୟକ୍ଷ ନିଯୁକ୍ତି
ଭୁବନେଶ୍ୱର: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ନିଯୁକ୍ତ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ ନିଯୁକ୍ତି!-->…
Read More...
Read More...
ମୋଦିଙ୍କ ମନ କି ବାତରେ ମୟୂରଭଞ୍ଜ ଯୁବକ
ଭୁବନେଶ୍ୱର: ପୁଣି ନିଜର ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା କଥା ଉଠାଇଛନ୍ତି । ମାତୃଭାଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି ।!-->…
Read More...
Read More...
ଅନ୍ଲାଇନ୍ ଟ୍ରେଡିଂ କାଳ ହେଲା: ସାଇବର ଅପରାଧୀ ଲୁଟିନେଲେ ୮୮ଲକ୍ଷ
ଭୁବନେଶ୍ୱର: ଭୁବନେଶ୍ୱର ସାଇବର ଥାନା ପୁଲିସକୁ ମିଳିଛି ଏକ ବଡସଫଳତା। ୮୮ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ ପୁଲିସ ରାଜସ୍ଥାନର ଚୁରୁ ଜିଲ୍ଲା ଅଞ୍ଚଳରୁ ୨ ଜଣ!-->…
Read More...
Read More...
୭ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର: ବଢ଼ିଲା ଘରୋଇ ଡିଲରଙ୍କ କାର୍ଯ୍ୟକାଳ
ଭୁବନେଶ୍ବର: ସାଧାରଣ ବଂଟନ ବ୍ୟବସ୍ଥାରେ ରାଜ୍ୟରେ କାର୍ଯ୍ୟରତ ୫୨୯୧ଜଣ ଘରୋଇ ଡିଲରଙ୍କ କାର୍ଯ୍ୟକାଳ ଆଉ ଦେଢ଼ବର୍ଷ ବୃଦ୍ଧି ପାଇଛି । ସେହିପରି ବିଭିନ୍ନ କୋର୍ଟ ଓ!-->…
Read More...
Read More...
ନୟାଗଡ ଜିଲ୍ଲାର କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା!-->…
Read More...
Read More...