Browsing Category
SPORTS
ଆଜିଠୁ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସହ ସାକ୍ଷାତ
ମୁମ୍ବାଇ: ଆଜିଠାରୁ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ!-->…
Read More...
Read More...
ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ
କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ
ଭୁବନେଶ୍ୱର : କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା!-->!-->!-->…
Read More...
Read More...
ରାଜଶ୍ରୀ ସ୍ୱାଇଁଙ୍କ ହ୍ୟାଣ୍ଡରାଇଟିଂ ରିପୋର୍ଟ : ନୋଟ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସ୍କୁଟିରୁ ମିଳିଥିବା ସୁଇସାଇଡ୍ ନୋଟରେ ରହିଛି ତାଙ୍କର ହସ୍ତାକ୍ଷର । ରାଜଶ୍ରୀ ନିଜେ ସେହି ସୁଇସାଇଡ୍ ନୋଟ୍ ଲେଖିଛନ୍ତି ।!-->…
Read More...
Read More...
ରାଜଶ୍ରୀଙ୍କ ପରେ ମନିକା
ପୁଣି ଜଣେ ମହିଳା ଖେଳାଳିଙ୍କ ମୃତ୍ୟୁ । ରାଜଶ୍ରୀଙ୍କ ପରେ ମନିକା । ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳିଙ୍କ ମୃତ୍ୟୁ । କାହିଁକି ବାରମ୍ବାର ଘଟୁଛି ଏଭଳି ଘଟଣା? ଦାୟୀ!-->…
Read More...
Read More...
ଅଷ୍ଟ୍ରେଲିଆକୁ ଝଟକା : ତୃତୀୟ ଟେଷ୍ଟ ଖେଳିବେ ନାହିଁ ପାଟ୍ କମିନ୍ସ,
ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ପୂର୍ବରୁ ୱାର୍ଣ୍ଣର ଆହତ ହୋଇ ସିରିଜ୍ରୁ ବାଦ ପଡ଼ିଥିବା ବେଳେ!-->…
Read More...
Read More...
ଅଷ୍ଟ୍ରେଲିଆ-ଭାରତ ମୁହାଁମୁହିଁ
ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଆଜି ଖେଳାଯିବ । କେପ୍ ଟାଉନରେ ହେବାକୁ ଥିବା ଏହି ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ!-->…
Read More...
Read More...
WPLରେ ବାଙ୍ଗାଲୋର କ୍ୟାପଟେନ ହେବେ ସ୍ମୃତି ମନ୍ଧାନା
ମହିଳା ପ୍ରିମିୟର ଲିଗ୍(WPL)ରେ ରୟାଲ ଚ୍ୟାଲେଞ୍ଜର୍ସ(RCB) ବାଙ୍ଗାଲୋର କ୍ୟାପଟେନ ହେବେ ସ୍ମୃତି ମନ୍ଧାନା। ଏନେଇ ଟିମ୍ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି!-->…
Read More...
Read More...
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ : ପ୍ରଥମ ଇନିଂସରେ ଭାରତ ୨୬୨ ରନ୍ରେ ଅଲ୍ଆଉଟ୍
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀରେ ଚାଲିଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ପାଳିରେ ଭାରତ ୨୬୨ ରନରେ ଅଲ ଆଉଟ ହୋଇଛି । ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନର ଖେଳ ଶେଷ!-->…
Read More...
Read More...
ଭାରତୀୟ କ୍ରୀଡ଼ାର ସୁବର୍ଣ୍ଣ ମୁହୂର୍ତ୍ତ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିଟ୍-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା…
କିସ୍ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ୍ ଉଦ୍ଘାଟିତ
ଭୁବନେଶ୍ୱର,୧୭ ।୨: କିସ୍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍ ତଥା କିସ୍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍କୁ!-->!-->!-->…
Read More...
Read More...
ବିବାଦରେ ଚେତନ ଶର୍ମା!; ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ପଦରୁ ବିଦା ହେବେ
ଫେବ୍ରୁଆରି ୧୭ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା!-->…
Read More...
Read More...