Browsing Category
POLITICS
ନୂଆ ୟୁନିଫର୍ମ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ: ସୂରଜ
ଭଦ୍ରକ: ସ୍କୁଲ ୟୁନିଫର୍ମକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ୧୦ ତାରିଖ ରାଜ୍ୟ ସରକାର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳିବା ପାଇଁ ଆଡଭାଇଜରି ଜାରି କରିବା!-->…
Read More...
Read More...
ଥମୁନି ଆବାସ ଦୁର୍ନୀତି: ଘର ନଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ
ନୂଆପଡା ଜିଲ୍ଲାରେ ଦୁର୍ନୀତି ଥମିବା ର ନାଁ ଧରୁ ନାହିଁ । ପ୍ରତ୍ୟେକ ଦିନ କିଛି ନାଁ କିଛି ଦୁର୍ନୀତି ଖବର ସାମ୍ନା କୁ ଆସୁଥିଲେ ହେଁ ପ୍ରଶାସନ ତଥା ରାଜ୍ୟ ସରକାର ଏଥି!-->…
Read More...
Read More...
ଓଡ଼ିଶା ଗସ୍ତରେ ଆସିବେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୨ତାରିଖ ଅପରାହ୍ନ ୪ଟାରେ ଶ୍ରୀ ନଡ୍ଡା!-->…
Read More...
Read More...
‘୨୦୨୪ ନିର୍ବାଚନ ନିଶ୍ଚୟ ଲଢ଼ିବି’: ବ୍ରିଜ୍ ଭୂଷଣ
ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (WFI) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହ ରୋକଠୋକ୍ କହିଛନ୍ତି ଯେ, ସେ ଆଗାମୀ ଲୋକସଭା ନିର୍ବାଚନ ଲଢିବେ । ଆସନ୍ତା!-->…
Read More...
Read More...
ଜିଲ୍ଲା ସଭାପତି ପଦରୁ ହଟିଲେ ମିନାକ୍ଷୀ
କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ପାଇଁ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି | ଏହା ସହ ଶୃଙ୍ଖଳା କମିଟି, ଇସ୍ତାହାର କମିଟିର ମଧ୍ୟ ପୁନର୍ଗଠନ କରାଯାଇଛି |
!-->!-->!-->…
Read More...
Read More...
ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀ ବାଦ୍
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା!-->…
Read More...
Read More...
ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଜବାଜ ହେଉଛି ବିଜେପି
ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମାମଲା ବଢୁଥିବା ଦେଖି ବିଜେପି ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର!-->…
Read More...
Read More...
ବିଦେଶରେ ଥିବା ବେଳେ ରାହୁଲ୍ଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରୁଛି: ରାହୁଲ୍ଙ୍କୁ ବିଦ୍ରୂପ କରି କହିଲା…
ବିଦେଶରେ ଥିବା ବେଳେ ରାହୁଲ୍ ଗାନ୍ଧୀଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରୁଛି ବୋଲି ଆମେରିକାରେ ଦେଇଥିବା ଭାଷଣ ପାଇଁ ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି ଆଜି!-->…
Read More...
Read More...
ମୋଦୀଙ୍କୁ ଯଦି ଈଶ୍ବରଙ୍କ ପାଖରେ ବସାଯାଏ, ବ୍ରହ୍ମାଣ୍ଡ କେମିତି ଚାଲୁଛି ସେ ଈଶ୍ବରଙ୍କୁ ବୁଝାଇଦେବେ: ରାହୁଲ୍ ଗାନ୍ଧୀ
ସେମାନେ ସବୁ ଜାଣନ୍ତି ବୋଲି ହୃଦ୍ବୋଧ କରୁଥିବା ଦଳେ ବ୍ୟକ୍ତିଙ୍କଦ୍ବାରା ଭାରତ ଶାସନ ଚାଲିଛି। ସେମାନେ ଈଶ୍ବରଙ୍କ ନିକଟରେ ବସିଲେ ବିଶ୍ବ-ବ୍ରହ୍ମାଣ୍ଡ କିପରି ଚାଲିଛି!-->…
Read More...
Read More...
ଉଦ୍ଧବ କ୍ୟାମ୍ପର ବଡ଼ ଦାବି: ସିନ୍ଦେଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ୨୨ ବିଧାୟକ ଓ ୯ ସାଂସଦ
ଉଦ୍ଧବର ଠାକରେଙ୍କ ଶିବସେନା(ୟୁବିଟି) ପକ୍ଷରୁ ବଡ଼ ଦାବି କରାଯାଇଛି। ୟୁବିଟିର ମୁଖପତ୍ର ସାମ୍ନାରେ ଦାବି କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ!-->…
Read More...
Read More...