Browsing Category
POLITICAL
ଦେବଗଡରେ ମେରୁ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ମେରୁଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି – ଧର୍ମେନ୍ଦ୍ର ପ୍ରଧାନ
• ଆଁଉଳୀ ଠାରେ ମା’ ଭଦ୍ରକାଳୀ, ରିଆମାଳ ସ୍ଥିତ କାଳୀ ମନ୍ଦିରରେ ଦର୍ଶନ!-->!-->!-->…
Read More...
Read More...
ଲୋକସଭା ନିର୍ବାଚନରେ ଧନ ବଳ ରୋକିବାକୁ ଇସିଆଇ ସତର୍କ, ଦୈନିକ ଜବତ ହେଉଛି ୧୦୦ କୋଟି
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ କହିଛନ୍ତି ଯେ, ମାର୍ଚ୍ଚ ୧ ତାରିଖରୁ ନିର୍ବାଚନ ଅଧିକାରୀମାନେ ପ୍ରତିଦିନ ୧୦୦ କୋଟି ଟଙ୍କା!-->…
Read More...
Read More...
ଶେଷରେ କଂଗ୍ରେସରୁ ବହିସ୍କୃତ ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ
ଉମରକୋଟ (ଭିଓଭି): ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ!-->…
Read More...
Read More...
କଂଗ୍ରେସ ଘୋଷଣା କଲା ଆଉ ୭୫ଟି ବିଧାନସଭା ଆସନ
ପବିତ୍ର ପଣା ସଂକ୍ରାନ୍ତି ଅବସରରେ କଂଗ୍ରେସ ରବିବାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକାରେ ୭୫ଜଣଙ୍କ ନାଁ ରହିଛି। ଭଣ୍ଡାରୀପୋଖରୀରୁ ନିରଞ୍ଜନ!-->…
Read More...
Read More...
ପୁଅର ବିଜୟ ପାଇଁ ଭାବପ୍ରବଣ ହେଲେ ସୁର ରାଉତରାୟ
ଭୁବନେଶ୍ବର: ବର୍ତ୍ତମାନ ପୁଅ ମନ୍ମଥ ରାଉତରାୟଙ୍କ ପ୍ରଚାର ପାଇଁ ବାପା ସୁରେଶ ରାଉତରାୟ ପୂରାପୂରି ଭାବପ୍ରବଣ ହୋଇପଡ଼ୁଥିବା ଦେଖାଯାଇଛି। ସେ ପୁଅକୁ ସାଥୀରେ ନେଇ!-->…
Read More...
Read More...
ଦେଶ ପାଇଁ ୟୁସିସି ନିହାତି ଆବଶ୍ୟକ: ମୋଦୀ
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ତା’ର ସଂକଳ୍ପ ପତ୍ର । କେନ୍ଦ୍ରରେ ପୁଣିଥରେ ସରକାର ଗଢିବା ପରେ ପୁରା ଦେଶରେ ୟୁସିସି ଲାଗୁ!-->…
Read More...
Read More...
ଶ୍ରୀକାନ୍ତ ଜେନାଙ୍କୁ ବାଲେଶ୍ୱର ଟିକେଟ
ଭୁବନେଶ୍ୱର: ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ!-->…
Read More...
Read More...
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା, ପଦାଧିକାରୀଙ୍କ ସମେତ ୧୩୦୦ କର୍ମୀ ଛାଡିଲେ ଦଳ
ଜୟପୁର: ରାଜସ୍ଥାନ କଂଗ୍ରେସ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି ଏବଂ ନାଗୌର ଜିଲ୍ଲାର କ୍ଷିଂବସର ବିଧାନସଭାର ପଦାଧିକାରୀଙ୍କ ସମେତ ୧୩୦୦ କର୍ମୀ ଦଳ ଛାଡିଛନ୍ତି।!-->…
Read More...
Read More...
ନବୀନ ଥାଉ ଥାଉ ବିଜେଡି କୁ କାହିଁକି ଦରକାର ପଡୁଛି ଷ୍ଟାର ପ୍ରଚାର: ବିଜେପି
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଲିଉଡ କଳାକାରଙ୍କୁ ଟାର୍ଗେଟ କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୁ ଜନତା ଦଳ (ବିଜେଡି)କୁ ତୀବ୍ର ସମାଲୋଚନା!-->…
Read More...
Read More...
କଙ୍ଗନା ରଣାଓ୍ୱତଙ୍କ ସହ ଲଢିବେ ବିକ୍ରମାଦିତ୍ୟ ସିଂହ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରୁଛି ବିଜେପି । ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ !-->…
Read More...
Read More...