Browsing Category
POLITICAL
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ କରିବେ ସତ୍ୟପାଠ: ଭୁଲ ତଥ୍ୟ ଦେଲେ ୬ ମାସ ଜେଲ ଓ ଜୋରିମାନା
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ I ତୃଣମୂଳ ସ୍ତରରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ ବ୍ୟବସ୍ଥା I ଏହି ବ୍ୟବସ୍ଥା ଅନୁସାରେ ନାମାଙ୍କନ ପତ୍ର ଦାଖଲ ବେଳେ!-->…
Read More...
Read More...
ବାଜପେୟୀ ଙ୍କ ଜୟନ୍ତୀ ଅବସରରେ ବିଜେପି ର’ଫୋଂଡିଙ୍ଗ କ୍ୟାମ୍ପେନ’,ଯୋଗଦାନ ପାଇଁ ଦେଶବାସୀଙ୍କୁ ଅମିତଶାହା…
ଆସନ୍ତା ବର୍ଷ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି କ୍ରମାଗତ!-->…
Read More...
Read More...
ପଂଚାୟତ ନିର୍ବାଚନ : ସ୍ୱଳ୍ପ ସମୟ ସୀମା କୁ ନେଇ, ନିର୍ବାଚନ କମିଶନଙ୍କ ନିଷ୍ପତି କୁ ଅପେକ୍ଷା
ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ରହିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିବା ସହ ସାନି ବିଜ୍ଞପ୍ତି ପ୍ରକାଶ ସପକ୍ଷରେ ମତ!-->…
Read More...
Read More...
ଉତ୍ତରାଖଣ୍ଡ ରାଜନୀତି ରୁ ସନ୍ୟାସ ନେଇ ପାରନ୍ତି ହରିଶ ରାୱତ,ଟ୍ୱିଟ କରି ଦେଲେ ସୂଚନା
ଦିନ କୁ ଦିନ କଂଗ୍ରେସ କନ୍ଦଳ ବଢିଚାଲିଛି I ପଞ୍ଜାବ ,ରାଜସ୍ଥାନ ପରେ ଏବେ ଏବେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଉତ୍ତରାଖଣ୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ!-->…
Read More...
Read More...
ମେଡିକାଲରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ : ବିଜେପି କହିଲା ରାଜକାର୍ଯ୍ୟ ପୁଅକୁ ଦିଆଯାଉ
ମହାରାଷ୍ଟ୍ରର ବିଧାନ ସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେଇଯାଇଛି I କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ନେଇ ସସପେନ୍ସ ଜାରି ରହିଛି!-->…
Read More...
Read More...
ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହେଲା ସଂସଦର ଶୀତ କାଳୀନ ଅଧିବେଶନ, ମାତ୍ର ୧୦ ଟି ବିଲ ହେଲା ପାରିତ
ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଓ ନାରାବାଜୀ ଯୋଗୁ ସଂସଦର ଶୀତ ଅଧିବେଶନକୁ ଆଜି ଶେଷ କରାଯାଇଛି । ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଲୋକସଭା ଓ ରାଜ୍ୟସଭାର!-->…
Read More...
Read More...
‘ମବ ଲିଂଚିଙ୍ଗ’ ଟ୍ୱିଟ ପରେ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କ ଉପରେ ରାହୁଲ ଗାନ୍ଧୀ ଖପ୍ପା
ମବଲିଚିଂକୁ ନେଇ ରାହୁଲ ଗାନ୍ଧୀ ଙ୍କ ଟ୍ଵିଟ୍ ଉପରେ ଜଣେ ସାମ୍ବାଦିକ ପ୍ରଶ୍ନ ପଚାରି ଦେବIରୁ , ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ଭୀଷଣ ଖପ୍ପା ହୋଇ ମନ ଇଛା ବର୍ଷି!-->…
Read More...
Read More...
ଆସନ୍ତା ସପ୍ତାହରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଇପାରେ : ତୃତୀୟ ଲହର କୁ ନେଇ ଆଶଙ୍କା
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ମାନଙ୍କ ପକ୍ଷରୁ ସଜବାଜ ଆରମ୍ଭ ହେଲାଣି । ରାଜ୍ୟ ନିର୍ବାଚନ କମିସନର ତାରିଖ ଘୋଷଣା ହୋଇ ନ ଥିବାବେଳେ ,ନିର୍ବାଚନ ଆଚରଣ ବିଧି!-->…
Read More...
Read More...
ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା : ବିଭିନ୍ନ ଆବାସ ଯୋଜନା ଘର ମରାମତି ପାଇଁ ମିଳିବ ସହାୟତା…
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବ ପୂର୍ବରୁ ଆଜି ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ବଡ଼ ଘୋଷଣା କରିଛନ୍ତି I ଘୋଷଣା!-->…
Read More...
Read More...
‘କୃଷକ ହତ୍ୟାକାରୀ ହାଏ -ହାଏ ‘ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରାଟ ପଦଯାତ୍ରା
ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ କୁ ନେଇ ଲଢେଇ କୁ ଜୋରଦାର କଲେଣି ବିରୋଧୀ ଇ ଏ ସଂକ୍ରାନ୍ତରେ ଆଜି ବିରୋଧୀ ସାଂସଦମାନେ ଆଜି ମିଳିତ ଭାବରେ ସଂସଦ ରୁ ବାହାରି!-->…
Read More...
Read More...