Browsing Category
News
ଦୈନିକ ଭାଗ୍ୟଫଳ
ରାଶିଫଳ :୦୩-୦୫-୨୦୨୩ ବୁଧୁବାର : ଆଜି ସୂର୍ଯ୍ୟ ଉଦୟ ସମୟରେ ହସ୍ତା ନକ୍ଷତ୍ରର ତୃତୀୟ ପର୍ଯ୍ୟାୟ ଏବଂ ଚନ୍ଦ୍ର କନ୍ୟା ରାଶିରେ ରହିବେ I ଆଜି କନ୍ୟା ରାଶିର!-->…
Read More...
Read More...
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏକ!-->…
Read More...
Read More...
ବରମୁଣ୍ଡା ବସ୍ ଟର୍ମିନାଲ ପ୍ରସ୍ଥାନ ପଥ ରାସ୍ତା ନିର୍ମାଣ ପାଇଁ ହଟିଲା ଜବରଦଖଲ
ଭୁବନେଶ୍ୱର(): ବରମୁଣ୍ଡା ଆନ୍ତଃ ରାଜ୍ଯ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ଯ ଜୋରସୋରରେ ଆଗେଇ ଚାଲିଛି ତେବେ ବସ୍ ଷ୍ଟାଣ୍ଡର ପ୍ରସ୍ଥାନ ପଥରେ ଜବରଦଖଲ ଯୋଗୁ ନିର୍ମାଣ!-->…
Read More...
Read More...
ଖୋର୍ଦ୍ଧା ରେ ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ ଓ କେଉଁଝର ବଡବିଲ ରେ ଟ୍ରାଫିକ ପୋଲିସ ଷ୍ଟେସନ କୁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର : ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି । ସେଥିପାଇଁ କମିଶନରେଟ ପୋଲିସ ନୂଆ ନୂଆ!-->…
Read More...
Read More...
୫ ଜିଲ୍ଲାର ୪୪୯ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
5T ସ୍କୁଲ ରୂପାନ୍ତର ପିଲାଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ସୁଯୋଗ ସୃଷ୍ଟି କରିଛି : ମୁଖ୍ୟମନ୍ତ୍ରୀ
ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ!-->!-->!-->…
Read More...
Read More...
ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲ କ୍ଷ୍ୟରେ ଭୁବ ନେ ଶର୍ୱ ସ୍ଥିତ ମିଶନ୍ ଶକ୍ତି ଭବନ!-->…
Read More...
Read More...
ଆସନ୍ତା ମଇ ୧୩ରେ ଖୋର୍ଦ୍ଧା ଜିଲ୍ଲା ଅଦାଲତରେ ରାଷ୍ଟ୍ରୀୟ ଲୋକ-ଅଦାଲତ
ଆସନ୍ତା ୨୦୨୩ ମଇ ୧୩ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର ଶ୍ରୀ ନିଶିଥ୍ ନିଶାଙ୍କଙ୍କ!-->…
Read More...
Read More...
କିଟ୍ ଓ ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷର
ଭୁବନେଶ୍ୱର,୨ ।୫: କିଟ୍ ବିଶ୍ୱବିଦ୍ୟାଳୟ ଓ ଆମେରିକାର ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ସ୍କୁଲ୍ ଅଫ୍ ବିଜିନେସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।!-->…
Read More...
Read More...
ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ସୋଆ ପକ୍ଷରୁ ଇଣ୍ଡଷ୍ଟ୍ର୍ରିଆଲ୍ ଇନ୍ଟରଆକ୍ଟିଭ୍ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ମେ ୨: ଶିଳ୍ପ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଶିକ୍ଷା!-->…
Read More...
Read More...
ସୋଆ ପକ୍ଷରୁ ବିଶ୍ୱ ଭେଟେରୀନାରୀ ଦିବସ ପାଳିତ
ଭୁବନେଶ୍ୱର, ମେ ୨: ଓଡ଼ିଶାରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ କ୍ଷେତ୍ରରେ ଉନ୍ନତି ହୋଇଥିବା ଯୋଗୁଁ କୃଷକ ଆଶ୍ୱସ୍ତ ହେବା ସହ କୋଭିଡ ମହାମାରୀର!-->…
Read More...
Read More...