Browsing Category
News
‘ଓମିକ୍ରୋନ୍’ ବିରୋଧରେ କରୋନା ଭାକସିନ୍ ର ପ୍ରଭାବ କମ୍ ପଡିପାରେ : ଡା. ରଣଦୀପ ଗୁଲେରିୟା
କରୋନା ଭାଇରସର ବିପଦରୁ ସାରା ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପରି ନ ଥିବା ବେଳେ ଏହାର ଏକ ନୂଆ ପ୍ରଜାତି 'ଓମିକ୍ରୋନ୍' ବିଶ୍ୱବାସୀ ଙ୍କୁ ଆତଙ୍କିତ କରି ସାରିଲାଣି I ଏକ!-->…
Read More...
Read More...
ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକରେ : ୧ରୁ ୩୧ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ, ଦିନକୁ ୫ ଘଣ୍ଟା ଚାଲିବ…
ଡିସେମ୍ବର ୧ ରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ବିଧାନସଭା ଅଧିବେଶନ ପୂର୍ବ ରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ!-->…
Read More...
Read More...
ଜଳେଶ୍ବର ରୁ ୪୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ
ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳ ରୁ ୪୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ ହୋଇଛି । ଜଳେଶ୍ୱର ର ଶାସନବାଡ଼ ଅଞ୍ଚଳରୁ ୪୦୦ ଗ୍ରାମ୍ ବ୍ରାଉନସୁଗାର ଜବତ!-->…
Read More...
Read More...
RT-PCR ମାଧ୍ୟମରେ ହେଇପାରିବ କି ‘ଓମିକ୍ରନ’ ଟେଷ୍ଟ ଆସନ୍ତୁ ଜାଣିବା
ନିକଟରେ ଦକ୍ଷିଣ ଆଫ୍ରିକା ରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାର ରହିଛି I ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ!-->…
Read More...
Read More...
ସଂସଦ ଅଧିବେଶନ : ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭା ପରେ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହେଲା
ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରେ ଲୋକସଭା ରେ ବିରୋଧୀଙ୍କ ହଂଗାମା ଫଳରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ପ୍ରଥମେ ଦିନ ୧୨ଟା ଯାଏଁ ମୁଲତବି ରଖିଥିଲେ । ଏହାର!-->…
Read More...
Read More...
ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଚୀନ ର ହୃତକମ୍ପ : ସାଇବର ଆକ୍ରମଣ ପାଇଁ କରୁଛି ଯୋଜନା
ଭାରତ ତାର ସୀମା ପ୍ରତିରକ୍ଷା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି I ଭାରତ ସ୍ଥଳଭାଗ ସୀମାରକ୍ଷା ସହିତ ବର୍ତମାନ ବାୟୁ ସୀମାରେଖା କୁ ମଧ୍ୟ ଅଭେଦ୍ୟ କରିବାକୁ ଯାଉଛି!-->…
Read More...
Read More...
ସଂସଦର ଶୀତକାଳୀନ ଅଧିବେଶନ : ବିଜେପି ସାଂସଦମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ
ସଂସଦ ର ଶୀତକାଳୀନ ଅଧିବେଶନ ପାଇଁ ଭାରତୀୟ ଜନତା ପାର୍ଟି (ସାଂସଦ) ଏହାର ସମସ୍ତ ସାଂସଦ ମାନଙ୍କୁ ଅଧିକ ରୁ ଅଧିକ ସଂଖ୍ୟା ରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛନ୍ତି I!-->…
Read More...
Read More...
ସଂସଦର ଶୀତକାଳୀନ ଅଧିବେଶନ : ଲୋକସଭା ବାଚସ୍ପତି କଲେ ଟ୍ୱିଟ
ସଂସଦର ଶୀତକାଳୀନ ଅଧିବେଶନ ବିଷୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ଟ୍ୱିଟ କରିଛନ୍ତି। ସେ କହିଛନ୍ତି, 'ଲୋକସଭାର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଅଧିବେଶନରେ!-->…
Read More...
Read More...
ସଂସଦର ଶୀତକାଳୀନ ଅଧିବେଶନ: ଅଭିଭାଷଣ ରେ ପ୍ରଧାନ ମନ୍ତ୍ରୀ କହିଲେ,ଆମ ସରକାର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ…
ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, 'ଏହା ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ!-->…
Read More...
Read More...
ସଂସଦ ଅଧିବେଶନ ଆରମ୍ଭ : ୨୦ ଜଣ ସାଂସଦଙ୍କୁ ନିଲମ୍ବନ କରିବାକୁ ସରକାର ପ୍ରସ୍ତାବଆଣି ପାରନ୍ତି ସରକାର
ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ ୨୦ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିବାକୁ ସରକାର ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି । ଅଗଷ୍ଟ ମାସରେ ସରକାର!-->…
Read More...
Read More...