Browsing Category
News
ଚତୁର୍ଥ ଦିନରେ ବି ଗୃହରେ ଚାଲିପାରିଲାନି ପ୍ରଶ୍ନ କାଳ:ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ବି ଗୃହରେ ଚାଲିପାରିଲାନି ପ୍ରଶ୍ନ କାଳ I ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି I!-->…
Read More...
Read More...
କ୍ରମଶଃ ଦୁର୍ବଳ ହେଉଛି ‘ଜଓ୍ୱାଦ’: ଜାରି ରହିବ ବର୍ଷା
ଆଜି ପୁରୀ ଉପକୂଳ ଛୁଇଁବା ବେଳକୁ ବାତ୍ୟା ‘ଜୱାଦ୍’ କ୍ରମଶଃ ଦୁର୍ବଳ ହେଉଛି । ପୁରୀ ଉପକୂଳ ଛୁଇଁବା ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ରାଜ୍ୟ ରେ ଉପକୂଳ ଅଂଚଳରେ!-->…
Read More...
Read More...
ବାତ୍ୟା ପାଇଁ ‘ରବିବାର’ ଛୁଟି ନେଇ ପାରିବେନି ସରକାରୀ କର୍ମଚାରୀ
ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଂଚଳ ର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ରବିବାର ଛୁଟି କୁ ବାତିଲ କରାଯାଇଛି I ଏନେଇ ସ୍ୱତନ୍ତ୍ର ରିଲିଫ୍!-->…
Read More...
Read More...
ଆଜି ର ରାଶିଫଳ
ଡିସେମ୍ବର ୪ , ୨୦୨୧ : ଶନିବାର ଦିନ ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଆସିପାରେ |
ଶନିବାର ଦିନ ଆପଣ ଅନେକ ଲୋକଙ୍କ ସହ!-->!-->!-->…
Read More...
Read More...
ଖୁବ୍ଶୀଘ୍ର ଛୋଟ ପିଲାମାନଙ୍କ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ
ଚଳିତ ମାସର ଶେଷ ସପ୍ତାହରେ ଛୋଟ ପିଲାମାନଙ୍କୁ କୋଭିଡ୍ ୧୯ ଟିକା ଦିଆଯାଇ ପାରେ । ପ୍ରାଥମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲା ଅର୍ଥାତ ଯେଉଁ ପିଲାମାନେ କିଛି ଗମ୍ଭୀର!-->…
Read More...
Read More...
ବିଧାନସଭା ର ତୃତୀୟ ଦିନ ରେ ବି ଚାଲି ପାରିଲାନି ଗୃହ : ଉଭୟ ଦଳ ର ଦେଖିବାକୁ ମିଳିଥିଲା ହାଇ ଭୋଲ୍ଟେଜ଼ ଡ୍ରାମା
ଆଜି ବିଧାନସଭା ର ତୃତୀୟ ଦିନ ରେ ମଧ୍ୟ ଉଭୟ ବିରୋଧୀ ଓ ଶାସକ ଦଳ ଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରି ନାହିଁ I ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର!-->…
Read More...
Read More...
ବାତ୍ୟା ‘ଜୱାଦ’ ପାଇଁ କୋଣାର୍କ ଉତ୍ସବ ଅଧାରୁ ବନ୍ଦ
ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ଆଜିଠାରୁ ଅଧାରୁ ବନ୍ଦ କରିଦିଆଯାଇଛି । ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା!-->…
Read More...
Read More...
B.J.P RALLY AND DEMONSTRATION AT MASTER CANTEEN
B.J.P RALLY AND DEMONSTRATION AT MASTER CANTEEN
Read More...
Read More...
B.J.P DEMONSTRATION OUT SIDE THE ASSEMBLY
B.J.P DEMONSTRATION OUT SIDE THE ASSEMBLY
Read More...
Read More...
B.J.P DEMONSTRATION OUT SIDE THE ASSEMBLY
B.J.P DEMONSTRATION OUT SIDE THE ASSEMBLY
Read More...
Read More...