Browsing Category
News
ଗଞ୍ଜାମ ଜିଲ୍ଲାପାଳ ଙ୍କ ଐତିହାସିକ ପଦକ୍ଷେପ : ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା
ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଐତିହାସିକ ପଦକ୍ଷେପ ସ୍ୱରୂପ ଗଂଜାମ ଜିଲ୍ଲାରୁ ବାଲ୍ୟ ବିବାହ ପ୍ରଥା ବନ୍ଦ କରିଛନ୍ତି I!-->…
Read More...
Read More...
ପୁରୀ : ହୋଟେଲ ସୋନା ଇଣ୍ଟରନ୍ୟାସନାଲ ରେ ୩ ସଂକ୍ରମିତ ଚିହ୍ନଟ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା
ପୁରୀ ସମୁଦ୍ର କୂଳ ଅଞ୍ଚଳର ୧୧ ନମ୍ବର ୱାର୍ଡ କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ପୁରୀ ପ୍ରଶାସନ । ପୁରୀ ପୌର ସଂସ୍ଥା ଅନ୍ତର୍ଗତ ହୋଟେଲ ସୋନା!-->…
Read More...
Read More...
ଚିନ୍ତା ବଢ଼ାଇଲା କରୋନା :୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ୬୮୦ ସଂକ୍ରମିତ
ଗତ ଦୁଇ ମାସ ଧରି ରାଜ୍ୟରେ କରୋନା ସଂକ୍ରମଣ ଆଖିଦୃଶିଆ ହ୍ରାସ ପାଇ ୨୦୦ ତଳକୁ ସଂକ୍ରମିତ ଙ୍କ ସଂଖ୍ୟା ରହୁଥିଲା I ସେହି ଭିତରେ ରାଜ୍ୟରେ ଓମୀକ୍ରନ ଆକ୍ରାନ୍ତ ଙ୍କ!-->…
Read More...
Read More...
‘ନାଲି ଚନ୍ଦନ କାଠ’ର କରନ୍ତୁ ଏହି ଅତୁଟ ଉପାୟ
ସନାତନ ଧର୍ମରେ ପୂଜାପାଠ ସମୟରେ ଚନ୍ଦନ କାଠର ବ୍ୟବହାର ନିହାତି ଆବଶ୍ୟକ Iଏହି ଚନ୍ଦନ କାଠ ମଧ୍ୟ ଅନେକ ପ୍ରକାରର ଥାଏ , ଯେପରିକି ଧଳା ଚନ୍ଦନ , ନାଲି ଚନ୍ଦନ ଏବଂ ହଳଦିଆ!-->…
Read More...
Read More...
ଜାନୁଆରୀ ୮ରେ ଅତି ବିଶେଷ ଯୋଗ: ଶନି ଙ୍କ ବକ୍ର ଦୃଷ୍ଟିରୁ ମିଳିବ ମୁକ୍ତି ଏହି ୫ ଟି ରାଶି ର ହେବ ଉନ୍ନତି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ସାଢେସତୀ ର ପ୍ରଭାବ ବର୍ତ୍ତମାନ ଧନୁ ରାଶି, ମକର ରାଶି ଏବଂ କୁମ୍ଭ ରାଶି ଉପରେ ରହିଛି। ଏପରି ପରିସ୍ଥିତିରେ, ଆସନ୍ତା ଶନିବାର!-->…
Read More...
Read More...
ଆଜି ର ରାଶିଫଳ
ରାଶିଫଳ ଜାନୁୟାରୀ ୪ ୨୦୨୨ : ମକର ରାଶି ବ୍ୟକ୍ତିଙ୍କର ସହିତ ବେକାର ବ୍ୟକ୍ତିମାନେ ଇଚ୍ଛା କରୁଥିବା କାମ ପାଇବା ସମ୍ଭାବନା | ଅନ୍ୟ ପଟେ, ଧନୁ ରାଶି ର ନିକଟବର୍ତ୍ତୀ!-->…
Read More...
Read More...
ନୂଆବର୍ଷ ମୌଜ ହେଲା କାଳ : କ୍ରୁଜ ର ଜଣେ ସଦସ୍ୟ ପଜିଟିଭ ହେବା ପରେ ୨୦୦୦ ଯାତ୍ରୀ ମଝି ସମୁଦ୍ରରେ ଅଟକିଲେ
ନୂଆବର୍ଷ ରେ ମୌଜ କରିବା ପାଇଁ 'ମୁମ୍ବାଇ-ଗୋଆ' କୋର୍ଡେଲିଆ କ୍ରୁଜ ର ଯାତ୍ରୀଙ୍କ ପାଇଁ ଆଡୁଆ ବଢ଼ିଛି । ଏହି ବିଳାସମୟ କ୍ରୁଜ୍ ଜାହାଜ ‘କର୍ଡେଲିଆ’ରେ ଜଣେ କର୍ମଚାରୀ!-->…
Read More...
Read More...
ଘରୋଇ କଳହ ର କରୁଣ ପରିଣତି : ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ୱାମୀ ,ଅଳ୍ପକେ ବର୍ତ୍ତିଗଲା ପୁଅ
ଘରୋଇ କଳିର କରୁଣ ପରିଣତିରେ ବଳି ପଡିଛି ସ୍ତ୍ରୀ I ସ୍ତ୍ରୀର ତଣ୍ଟିଚିପି ମାରିଦେଲା ସୈତାନ ସ୍ବାମୀ । ଗାଁ ଲୋକ ପହଁଚିଯିବାରୁ ଅଳ୍ପକେ ବର୍ତ୍ତିଗଲା ପୁଅ । ଘଟଣା ଘଟିଛି!-->…
Read More...
Read More...
ପଂଚାୟତ ନିର୍ବାଚନ ରେ ପଛୁଆ ବର୍ଗଙ୍କ ସଂରକ୍ଷଣ କୁ ନେଇ ତାତିଲେ ଆଦିବାସୀ : ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ବଲାଙ୍ଗିରରେ ଆଜି ଆଦିବାସୀ ଙ୍କ ମହାମେଳି କରି ସଶସ୍ତ୍ର ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଘେରିଛନ୍ତି I ଆଗାମୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ବ୍ଲକ!-->…
Read More...
Read More...
ମା’ ନାଁ ପିଶାଚୀ : ଶିଶୁପୁତ୍ର ର ତଣ୍ଟିଚିପି ହତ୍ୟା କରି କୂଅରେ ଫୋପାଡ଼ିଲା
ପାରିବାରିକ କଳହ ର କରୁଣ ପରିଣତି ମା’ ସାଜିଲା ପିଶାଚୀ । ନିଜ କୁନି ପୁଅ ର ତଣ୍ଟିଚିପି ହତ୍ୟାକରୀ କୂଅରେ ଫୋପାଡ଼ିଦେଲା ମା ' I ଏଇଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି!-->…
Read More...
Read More...