Browsing Category
News
ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ଦାୟିତ୍ୱରେ ରହିବେ ଆଉ ୬ ମାସ
ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଫେବୃଆରୀ ମାସ ୨୮!-->…
Read More...
Read More...
*ଚାଲିଗଲେ ମିହିର…**ରହିଗଲା ଅଵସୋସ*
*ଚାଲିଗଲେ ମିହିର...**ରହିଗଲା ଅଵସୋସ*ମିହିର ଦାସ... କେବଳ ନାଁ ହିଁ ଯଥେଷ୍ଟ ।ନିଜ ଅଭିନୟର ପାର ଦର୍ଶିତା ଯୋଗୁ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ତାଙ୍କୁ ନିଜ!-->…
Read More...
Read More...
ଆଜିର ରାଶିଫଳ
ରାଶିଫଳ ଜାନୁଆରୀ ୧୪ , ୨୦୨୨ : ଏହି ରାଶିର ବ୍ୟକ୍ତିମାନେ ଶୁକ୍ରବାର ଦିନ ଆର୍ଥିକ କାରବାର ବିଷୟରେ ସତର୍କ ରହିବI ଉଚିତ୍ ନଚେତ୍ ଅସୁବିଧାରେ ପଡ଼ିପାରନ୍ତି I
!-->!-->!-->…
Read More...
Read More...
ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନବଜାତ ଶିଶୁ ଦେହରୁ ଅଲଗା ହେଲା ଅସ୍ଥି ଯୁକ୍ତ ଲାଞ୍ଜ
ଭୁବନେଶ୍ୱର : ସୋଆ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନ୍ୟୁରୋ ସର୍ଜନମାନେ ଏକ ନବଜାତ ଶିଶୁଠାରେ ଥୋରାସିକ ଅଂଚଳରେ ବିରଳ!-->…
Read More...
Read More...
ଜାନୁଆରୀ ଶେଷ ସୁଦ୍ଧା ପିକ୍ରେ ରହିବ :‘ରାଜ୍ୟରେ ୩୦ହଜାର ଛୁଇଁବ ଦୈନିକ ସଂକ୍ରମଣ’
‘ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହା ପିକ୍ରେ ରହିବ। ଏହି ସମୟରେ ରାଜ୍ୟରେ ଦୈନିକ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ କରୋନା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ଟିକାକରଣକୁ ନେଇ ଭ୍ରମିତ ହୁଅନ୍ତୁ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍ ମୋଡ଼ ରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଆଲୋଚନା ପରେ ଦେଶକୁ!-->…
Read More...
Read More...
ଗୌହାଟୀ -ବିକାନେର ଏକ୍ସପ୍ରେସ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ ନମ୍ବର
ପଶ୍ଚିମବଙ୍ଗର ଦୋମୁହାଣି ନିକଟ ଜଲପାଇଗୁଡ଼ିରେ ଘଟିଥିବା ଗୌହାଟୀ -ବିକାନେର ଏକ୍ସପ୍ରେସ ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ବିଭାଗ । ଦୁର୍ଘଟଣାର ସୂଚନା!-->…
Read More...
Read More...
ସୁରେଖା ପଲେଇ ମୃତ୍ୟୁ ମାମଲା : ୩ ଅଭିଯୁକ୍ତ ଗିରଫ
ପାଞ୍ଚ ଦିନ ର ଛକାପଞ୍ଝା ପରେ ଭରତପୁର ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ମୃତ୍ୟୁ ମାମଲା ରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଭରତପୁର ପୋଲିସ I ଅଭିଯୁକ୍ତ!-->…
Read More...
Read More...
ଗୌହାଟୀ ବିକାନେର ଏକ୍ସପ୍ରେସ ଲାଇନଚ୍ୟୁତ: ୩ ମୃତ ଅନେକ ଗୁରୁତର
ପଶ୍ଚିମବଙ୍ଗର ଦୋମୁହାଣି ନିକଟରେ ଗୌହାଟୀ -ବିକାନେର ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ହୋଇଛି I ପାଟନାରୁ ଗୌହାଟୀ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଟ୍ରାକରୁ ୪ରୁ!-->…
Read More...
Read More...
କରୋନା ସ୍ଥିତି ଅଣାୟତ୍ତ : ବିଏମ୍ସିର ୨୨ କର୍ମଚାରୀ ସଂକ୍ରମିତ
ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଖୋର୍ଦ୍ଧା ଜିଲା ର ସ୍ଥିତି ଉଦ୍ବେଗ ଜନିତ ଅବସ୍ଥାରେ ରହୁଛି I ପ୍ରତିଦିନ ଭୁବନେଶ୍ୱରରୁ ଶହ ଶହ ସଂକ୍ରମିତ!-->…
Read More...
Read More...