Browsing Category
News
ମୂଳ ବଜେଟ ଆବଣ୍ଟନର ସର୍ବନିମ୍ନ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିନଥିଲେ ମିଳିବନି ନୂଆ ପାଣ୍ଠି :ଅର୍ଥ ବିଭାଗ
ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷର ସପ୍ଲିମେଣ୍ଟାରୀ ବଜେଟ୍ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଅର୍ଥ ବିଭାଗ। ଆସନ୍ତା ଅକ୍ଟୋବର ୩୧ତାରିଖ ସୁଦ୍ଧା ନିର୍ଦ୍ଧାରିତ!-->…
Read More...
Read More...
ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ ହେଲେ ଡକ୍ଟର ସର୍ବଣା ବିବେକ ଏମ୍
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଡକ୍ଟର ସର୍ବଣା ବିବେକ ଏମ୍ ଙ୍କୁ ଭୁବନେଶ୍ୱରର ନୂଆ ଡିସିପି (DCP) ଭାବେ ନିଯୁକ୍ତ!-->…
Read More...
Read More...
ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ, ବନ୍ୟା ମୁକାବିଲା ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ…
ତୁରନ୍ତ ଓ ଦୀର୍ଘମିଆଦୀ ପଦକ୍ଷେପ ସହ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ଵ
ଭୁବନେଶ୍ୱର : ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ବନ୍ୟାର ମୁକାବିଲା ପାଇଁ!-->!-->!-->!-->!-->…
Read More...
Read More...
ଆଇଏଏସ୍ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ୨୨/୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ)ର ପ୍ରଥମ ବର୍ଷର ବିଏସ୍ସି (ଅନର୍ସ)!-->!-->!-->…
Read More...
Read More...
ଲଗାଣ ବର୍ଷାରେ ଅଶାନ୍ତ ପୁରୀ ସମୁଦ୍ର: ବେଳାଭୂମିରେ ଲାଗିଲା ରେଡ୍ଫ୍ଲାଗ୍
ପୁରୀ: ଲଗାଣ ପ୍ରବଳ ବର୍ଷା ଯୋଗୁଁ ପୁରୀ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ!-->…
Read More...
Read More...
୭ ଦିନ ମଧ୍ୟରେ ‘ହରମୁଜ୍ ପ୍ରଣାଳୀ’ ଖୋଲିବାକୁ ପ୍ରସ୍ତୁତ ଇରାନ୍: ଆମେରିକା ଆଗରେ ରଖିଲା ସର୍ତ୍ତ
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ୍ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ତେହେରାନ୍ ପକ୍ଷରୁ ପୁଣିଥରେ ଆଲୋଚନା ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି।!-->…
Read More...
Read More...
ଝାଡ଼ଖଣ୍ଡରେ ପ୍ରଥମ ରୁବେଲା ରୋଗୀ ଚିହ୍ନଟ
ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରୁବେଲା (ଜର୍ମାନ ମିଳିମିଳା) ଭାଇରସ୍ର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଉଠିଛି। ଏହି ଚଳିତ ଋତୁରେ!-->…
Read More...
Read More...
ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର, ସେପ୍ଟେମ୍ବର ୨୧: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଚଳିତ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା!-->…
Read More...
Read More...
ଜବତ ହେଲା କଲରାପତରିଆ ଚମଡ଼ା; ଶିକାରୀ ଗିରଫ
ନୂଆପଡା: ଆଜି ନୂଆପଡ଼ା ଜିଲ୍ଲା ଖରିଆର ବନଖଣ୍ଡ ଅଧୀନ ଉଦ୍ୟାନବନ୍ଧ ବନାଞ୍ଚଳରେ ଅଚାନକ ଚଢ଼ାଉ କରି ଭିଜିଲାନ୍ସର ବନ ୱିଙ୍ଗ ଗୋଟିଏ କଲରାପତରିଆ ବାଘର ଚମଡ଼ା ଜବତ କରିଛି।!-->…
Read More...
Read More...
ଗୃହ ଚାଲିଲା ମାତ୍ର ୧ ମିନିଟ୍; ପୁଣି ୪ଟା ଯାଏ ବିଧାନସଭା ମୁଲତବୀ
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିଜେଡି ବିଧାୟକମାନେ ହୋହଲ୍ଲା କରିଥିବା ବେଳେ,!-->…
Read More...
Read More...