Browsing Category
News
ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲ ରୁ ବିଦାୟ , ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ
ଟୋକିଓ ଅଲିମ୍ପିକ୍ସରେ ଫାଇନାଲ୍ ପହଞ୍ଚି ପାରିଲା ନାହିଁ ଭାରତୀୟ ପୁରୁଷ ହକି ଟିମ୍। ଆଜି ସକାଳ ୭ଟା ରେ ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ!-->…
Read More...
Read More...
ଡିୟୁରୋଫ୍ଲେକ୍ସ ଆଲିଆ ଭଟ ଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର ଭାବେ ଚୁକ୍ତି ବଦ୍ଧ କଲା
ଭାରତ କୁ ଆରମ୍ଭ ରେ ନିଦ୍ରା ଯିବା ରେ ସହାୟତା କରିବା ଏହି ମାହାତ୍ତ୍ୱାକାଂକ୍ଷୀ ମଣ୍ଡଳୀ
ଭାରତ ର ଅଗ୍ରଣୀ ଶୟନ ସମାଧାନ ଯୋଗାଣ!-->!-->!-->…
Read More...
Read More...
ଇତିହାସ ରଚିଲେ ଭାରତୀୟ ମହିଳା ହକି ଦଳ
ଟୋକିଓ ଅଲିମ୍ପିକରେ ଇତିହାସ ରଚିଲେ ଭାରତୀୟ ମହିଳା ହକି ଦଳ। ପୁରୁଷ ହକି ଦଳ ପରେ ସେମିରେ ପ୍ରବେଶ କଲେ ମହିଳା ଦଳ I ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ!-->…
Read More...
Read More...
ରାଜ୍ୟ ରେ ୧,୦୩୨ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୦୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୩୪ଟି ହେଉଛି ଲୋକାଲ୍ କେସ୍।!-->…
Read More...
Read More...
ଗାଁରେ ପଶିଲା ସୁବର୍ଣ୍ଣରେଖା ବନ୍ୟା ପାଣି
ଗତକାଲି ରାତିରେ ବାଲିଆପାଳ ବ୍ଲକ ଓ ଜଳେଶ୍ୱର ବ୍ଲକର ପ୍ରାୟ ୨୦ ଗୋଟିଏ ଗାଁରେ ବନ୍ୟା ପାଣି ପଶିଛି I ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀ!-->…
Read More...
Read More...
ଖୋଲିଲା ସୂର୍ଯ୍ୟମନ୍ଦିର
କରୋନାର ଦ୍ଵିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର। ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟରେ ଆଜିଠୁ!-->…
Read More...
Read More...
ମୋ ବସ୍ ଡ୍ରାଇଭର ଙ୍କ ବିକ୍ଷୋଭ
୧୨ ହଜାର ରୁ ୧୮ ହଜାର ଦରମା ବୃଦ୍ଧି ଦାବିରେ ଆଜି ସକାଳୁ ବିକ୍ଷୋଭ କରିଛନ୍ତି ମୋ ବସ୍ ଡ୍ରାଇଭର। ଦାବି ପୂରଣ ନ ହେବା ଯାଏ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବାକୁ ଧମକ!-->…
Read More...
Read More...
ଖୋଲିବ ନନ୍ଦନକାନନ
ଭୁବନେଶ୍ୱର :ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ନନ୍ଦନକାନନ। ଦୀର୍ଘ ୩ ମାସ ହେଲା କୋଭିଡ୍ ଦ୍ବିତୀୟ ଲହରର ଭୟାବହତା ଯୋଗୁ ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ। ପର୍ଯ୍ୟଟକ!-->…
Read More...
Read More...
STUDENT CONG.DEMONSTRATION
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ପଛରେ କିଏ ? ଆଜି ଛାତ୍ର କଂଗ୍ରେସ ପକ୍ଷରୁ OSSC ଅଫିସ ଘେରାଉ ବେଳେ ଏମିତି କିଛି କହିଛନ୍ତି!-->…
Read More...
Read More...
ଉଲକା ପିଣ୍ଡ ଆବିଷ୍କାର କଲେ ଓଡ଼ିଆ ଝିଅ ବନିତା
ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ସାହିର ବନିତା ଦାସ ଉଲକା ପିଣ୍ଡ ଆବିଷ୍କାର କଲେ,ଏହି ଉଲାକାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। ନବରଙ୍ଗପୁର ସହର ଗାଦବାଗୁଡା!-->…
Read More...
Read More...