Browsing Category
News
ଦୈନିକ ଭାଗ୍ୟଫଳ
ରାଶିଫଳ : ୨୭-୦୭-୨୦୨୨ ବୁଧୁବାର : ଆଜି କାର୍ଯ୍ୟ କୁ ନେଇ କରାଯାଇଥିବା ଯୋଜନା ଗୁଡିକ ସଫଳ ହେବ I ମେଷ -ମନ ଅସ୍ଥିର ରହିବ ,ବୃଷ - କୌଣସି ନୂତନ କାର୍ଯ୍ୟ ଆରମ୍ଭ!-->…
Read More...
Read More...
ସମ୍ ଡାକ୍ତରଙ୍କ ସଫଳତା, ସୁସ୍ଥ ହେଲେ ବିରଳ ରକ୍ତଜନିତ ସମସ୍ୟା ଥିବା ଗୁରୁତର ରୋଗୀ
ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ ହେବା ପରେ!-->…
Read More...
Read More...
ରାଜ୍ୟରେ ଅଛନ୍ତି କେତେ ଜଣ ସାମ୍ବାଦିକ? ସେମାନଙ୍କୁ ମିଳୁଛି କେଉଁ କେଉଁ ସୁବିଧା?
ରାଜ୍ୟରେ ସାମ୍ବାଦିକ ମାନଙ୍କ କଲ୍ୟାଣ ନିମନ୍ତେ କି କି ପଦକ୍ଷେପ ନିଆଯାଇଛି? ଆଉ ସେଥିରେ କେତେ ସାମ୍ବାଦିକ ଉପକୃତ ହୋଇଛନ୍ତି? ଆଉ କି କି ସୁବିଧା ଯୋଗାଇବାକୁ ସରକାର!-->…
Read More...
Read More...
ପୁଣି ଚେକିଂ ବେଳେ ଏଆରଟିଓର ଦୁଇ କନଷ୍ଟେବଳଙ୍କୁ ଟ୍ରକ ଚଢାଇ ହତ୍ୟା
ଉତ୍ତରପ୍ରଦେଶ ସୁଲତାନପୁରରେ ଘଟିଛି ହରିୟାଣା ପରି ଆଉ ଏକ ଘଟଣା । ଚେକିଙ୍ଗ ପାଇଁ ଯାଇଥିବା ଏଆରଟିଓ କନଷ୍ଟେବଳ ଓ ଡ୍ରାଇଭରଭାବେ କାର୍ଯ୍ୟ କରୁଥିବା ଅନ୍ୟଜଣେ!-->…
Read More...
Read More...
ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ସୋନିଆଙ୍କୁ ପୁଣି ଜେରା କଲା ଇଡି
ନ୍ୟାଶନାଲ ହେରାଲ୍ଡ ମାମଲାରେ ଆଜି ସୋନିଆଙ୍କୁ ପୁଣି ଜେରା କରିବ ଇଡି I ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ!-->…
Read More...
Read More...
ଚେନ୍ନାଇରୁ ଫେରିଲା ‘ଦମନ’ ଟିମ୍ ,ହେଲେ ବାବୁଶାନ୍ କେଉଁଠି ?
ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଭାଗ ନେଇ ଫେରିଲା ‘ଦମନ’ ଟିମ୍ କିନ୍ତୁ ଆସି ନାହାନ୍ତି ବାବୁଶାନ୍ I କିମ୍ବା ଉତ୍କଳ ଦିବସ କାର୍ଯ୍ୟକ୍ରମରେ ସେ ସାମିଲ ବି!-->…
Read More...
Read More...
ଡ.ଅଚ୍ୟୁତ ସାମନ୍ତ ଙ୍କ ମହାନତା : ସାମ୍ବାଦିକ ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ତାଙ୍କ ୩ ପୋଷ୍ୟ ପିଲାଙ୍କର ନେଲେ ସମ୍ପୂର୍ଣ୍ଣ…
ଗତକାଲି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଳିଙ୍ଗ ଟିଭି ଓ କେନ୍ୟୁଜ୍ ର କାମାକ୍ଷାନଗର ରିପୋର୍ଟର ଦୁଷ୍ମନ୍ତ ମହାନ୍ତି ଥିଲେ ଜଣେ ପରୋପକାରୀ ଓ ସେବା ମନୋଭାବସଂପନ୍ନ!-->…
Read More...
Read More...
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ବ୍ରେକ ଲାଗିଛି I ସଂକ୍ରମଣ ସାମାନ୍ୟ ହ୍ରାସ ପାଇ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୬୨ ଜଣ କରୋନା ସଂକ୍ରମିତ!-->…
Read More...
Read More...
ଗୁଜୁରାଟ :ବିଷାକ୍ତ ମଦ ପିଇ ୧୯ ମୃତ ; ଏକାଧିକ ଡାକ୍ତରଖାନାରେ ଭର୍ତ୍ତି
ଗୁଜୁରାଟର ବୋଟାଦ ଜିଲ୍ଲାର ରୋଜିଦ୍ ଗ୍ରାମରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କର ମୃତ୍ୟୁ I ଏହା ସହିତ ୨୦ ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ!-->…
Read More...
Read More...
କିମ୍ସ ଭୁବନେଶ୍ୱରରେ ବିଶ୍ୱ ଆଇଭିଏଫ୍ ଦିବସ ପାଳିତ
କିମ୍ସ ଭୁବନେଶ୍ୱରରେ ସୋମବାର ବିଶ୍ୱ ଆଇଭିଏଫ୍ ଦିବସ ପାଳିତ ହୋଇଯାଇଛି । ୧୯୭୮ରେ ବିଶ୍ୱର ପ୍ରଥମ ଟେଷ୍ଟ ଟ୍ୟୁବ ଶିଶୁ ଲୁଇସ୍ ବ୍ରାଉନଙ୍କ ଜନ୍ମକୁ ପାଳନ କରିବା ପାଇଁ!-->…
Read More...
Read More...