Browsing Category
News
ଉର୍ଫି ଜାଭେଦଙ୍କ ବିରୋଧରେ ଏତଲା
ମୁମ୍ବାଇ: ରିଏଲିଟୀ ଟିଭି ତାରକା ତଥା ସୋସିଆଲ ମିଡିଆରେ ସକ୍ରିୟ ଥିବା ଉର୍ଫି ଜାଭେଦଙ୍କ ବିରୋଧରେ ଏତଲା ଦାଏର କରାଯାଇଛି । ଉର୍ଫି ସର୍ବସାଧାରଣ ସ୍ଥାନ ଏବଂ ସୋସିଆଲ!-->…
Read More...
Read More...
ଶପଥ ନେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର
ଗାନ୍ଧୀନଗର: ବରିଷ୍ଠ ବିଜେପି ନେତା ଭୂପେନ୍ଦ୍ର ପଟେଲ ଗୁଜରାଟର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ସୋମବାର ନବନିର୍ମିତ ସଚିବାଳୟ ନିକଟରେ ଅନୁଷ୍ଠିତ!-->…
Read More...
Read More...
ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି, ୪ବର୍ଷରେ ମିଳିବ ୟୁଜି ଅନର୍ସ ଡିଗ୍ରୀ
ଭୁବନେଶ୍ୱର: ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପାଠ ପଢ଼ିବାକୁ ହେବ । ଏ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସୋମବାର ଘୋଷଣା କରାଯାଇଛି । ଜାତୀୟ!-->…
Read More...
Read More...
ମେଡିକାଲ ପାଠ୍ୟକ୍ରମରେ ଆଜିଠୁ ସ୍ପଟ୍ କାଉନ୍ସେଲିଂ
ଭୁବନେଶ୍ୱର: ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକର ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ପୂର୍ବରୁ ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ!-->…
Read More...
Read More...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ : କୁରୁକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ
ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶକୁ ବି ମାନିନାହାନ୍ତି ଆଇନଜୀବୀ । ସମ୍ବଲପୁରରେ ପୁଣି ଗତ ୩୦ ତାରିଖ ଭଳି ସ୍ଥିତି ଆଜି ଦେଖିବାକୁ ମିଳିଛି । ହାଇକୋର୍ଟ!-->…
Read More...
Read More...
ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ
ଯାଜପୁର : ଆଜି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ। ସେ କିଡନୀ, ମଧୁମେହ, ଉଚ୍ଚ ରକ୍ତଚାପ ଆଦି ରୋଗରେ ପୀଡିତ ଥିଲେ।କିଛି ଦିନ ତଳେ ତାଙ୍କୁ ହୃଦଘାତ!-->…
Read More...
Read More...
ଶେଷରେ କୂଅ ରୁ ମିଳିଲା ୪ ପରିବାର ସଦସ୍ୟ ନିଖୋଜଙ୍କ ଠିକଣା
ରାୟଗଡା : ଛତିଶଗଡ଼ରୁ ଫେରିବାବେଳେ ୪ ପରିବାର ସଦସ୍ୟଙ୍କ ନିଖୋଜ ଘଟଣାର ସୁରାକ ମିଳିଲା I ଘଟଣା ଯେତିକି ରହସ୍ୟମୟ,ତା'ଠାରୁ ଅଧିକ ଭୟଙ୍କର I ପରିବାର ସଦସ୍ୟ ମାନେ!-->…
Read More...
Read More...
ଡାଲଚିନି କୁ ଆଉ ଏକ ସଫଳତା
ଦୂତୀୟ କର୍ଣ୍ଣାଟକ ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ଚଳଚ୍ଚିତ୍ର ରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଡାଲଚିନି '। ଦେଶ ବିଦେଶ ରୁ ଆସିଥିବା 185 ଟି!-->…
Read More...
Read More...
କିସରେ କଳିଙ୍ଗ ଫେଲୋସିପ୍ -୨୦୨୨ ଉଦ୍ଘାଟିତ
ଭୁବନେଶ୍ୱର, ୮ା୧୨: ଓଡିଶାର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଆମକୁ ବାଲ୍ୟ ବିବାହ ରୋକିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକ ରହିଛି ବୋଲି!-->…
Read More...
Read More...
କ୍ୱାକଙ୍କ ଭୁଲ ଚିକିତ୍ସା ପାଇଁ ଚାଲିଗଲା ଯୁବକଙ୍କ ଜୀବନ
ରାୟଗଡ଼ା : କ୍ବାକ ତଥା ନକଲି ଡାକ୍ତରଙ୍କ ଭୁଲ ଇଂଜେକସନ ପାଇଁ ଜଣେ ଯୁବକଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଶବ ଜବତ କରି ପୁଲିସ!-->…
Read More...
Read More...