Browsing Category
News
ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ
୨୦୨୩-୨୪ କେନ୍ଦ୍ର ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ରେଳ ଅନୁଦାନ
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦!-->!-->!-->…
Read More...
Read More...
ଖୋଲିଲାନି ସିଟ ବେଲ୍ଟ କାର ଭିତରେ ଜଳିଗଲେ ଦମ୍ପତି
କେରଳ : କେରଳର କୁନ୍ନୁର ରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା I କାର ଭିତରେ ଜୀବନ୍ତ ଜଳିଯାଇଛନ୍ତି ସ୍ୱାମୀ-ସ୍ତ୍ରୀ I ପତ୍ନୀର ପ୍ରସବ ପାଇଁ ଏକ କାର ରେ ନିଜ ପରିବାର!-->…
Read More...
Read More...
ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇ କୋରାପୁଟରେ ୧୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ…
କୋରାପୁଟ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ!-->…
Read More...
Read More...
OUAT ର ସବୁ Classroom କୁ ସ୍ମାର୍ଟ କରାଯିବ: ପାଣ୍ଡିଆନ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ!-->…
Read More...
Read More...
ବରଗଡ ୨ଜି ଜୈବ ବିଶୋଧନାଗାର ପଶ୍ଚିମ ଓଡ଼ିଶାର ବିକାଶରେ ନୂଆ ଆଧ୍ୟାୟ ଆରମ୍ଭ କରିବ- ଧର୍ମେନ୍ଦ୍ର ପ୍ରଧାନ
ବରଗଡରେ ନିର୍ମାଣାଧୀନ ୨ଜି ଜୈବ ବିଶୋଧନାଗାରର ଫଟୋ ସୋସିଆଲ ମିଡିଆରେ ସେୟାର କଲେ କେନ୍ଦ୍ରମନ୍ତ୍ରୀ
ଚାଷୀଙ୍କ ଆୟ ବୃଦ୍ଧି ହେବ ଓ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ!-->!-->!-->…
Read More...
Read More...
ଚଳିତ ଫେବୃଆରୀ ୨୧ରୁ ବଜେଟ୍ ଅଧିବେଶନ
ଭୁବନେଶ୍ୱର : ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଚଳିତ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ଅପ୍ରେଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱାଦଶ ଅଧିବେଶନର କାର୍ଯ୍ୟସୂଚୀ ଅନୁଯାୟୀ!-->…
Read More...
Read More...
ନେପାଳରୁ ଆସି ଅଯୋଧ୍ୟାରେ ପହଁଚିଲା ବିଶାଳ ଦିବ୍ୟ ଶାଳଗ୍ରାମ,ନିର୍ମାଣ ହେବ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ
ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣ ହେବ ପ୍ରଭୂ ଶ୍ରୀରାମଙ୍କ ବିଗ୍ରହ I ନେପାଳରୁ ଆସି ପହଁଚିଲା ଦିବ୍ୟ ଶାଳଗ୍ରାମ ଶୀଳା I ବୁଧବାର ରାତିରେ ନେପାଳରୁ ୨ଟି ଟ୍ରକରେ!-->…
Read More...
Read More...
୨୮ ମାସ ପରେ ଜେଲ୍ରୁ ମୁକୁଳିଲେ କେରଳର ସାମ୍ବାଦିକ ସିଦ୍ଦୀକୀ କପ୍ପନ୍
ନୂଆଦିଲ୍ଲୀ : ଗୁରୁବାର ଦିନ ଜେଲରୁ ମୁକୁଳିଛନ୍ତି କେରଳର ସାମ୍ବାଦିକ ସିଦ୍ଦିକ କପ୍ପନ I ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ଉତ୍ତର ପ୍ରଦେଶରେ!-->…
Read More...
Read More...
ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ!-->…
Read More...
Read More...
ସ୍କୁଲରେ ବିସ୍ଫୋରଣ, ୩ ଛାତ୍ର ଗୁରୁତର
ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ୍ ଯାଭିଅର ସ୍କୁଲରେ ଅଘଟଣ I ଛାତ୍ରଙ୍କ ପକେଟରେ ବାଣ ବିସ୍ଫୋରଣରେ ୩ ଜଣ ଛାତ୍ର ଗୁରୁତର!-->…
Read More...
Read More...