Browsing Category
NATIONAL
ପ୍ରଧାନମନ୍ତ୍ରୀ ଙ୍କ ‘ମନ କି ବାତ’ ରେ ପୁରୀ ରଥ ଯାତ୍ରା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ମନ୍ କି ବାତ ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏଥର ପ୍ରଧାନମନ୍ତ୍ରୀ ଙ୍କ 'ମନ୍ କି ବାତ '!-->…
Read More...
Read More...
ଜି-୭ ଶିଖର ସମ୍ମିଳନୀ ରେ ଯୋଗ ଦେବାପାଇଁ ରବିବାର ଠାରୁ ୩ ଦିନିଆ ବିଦେଶ ଗସ୍ତ ରେ ଯିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି(ରବିବାର) ଠାରୁ ଜର୍ମାନୀ ଓ ସଂଯୁକ୍ତ ଆରବ ଏମିରେଟ୍କୁ ତିନିଦିନିଆ ଗସ୍ତରେ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଜି-୭ ଶିଖର!-->…
Read More...
Read More...
ରୋମସ୍ଥିତ ଡବ୍ଲୁପିଏଫ ମୁଖ୍ୟାଳୟରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ
ଇଟାଲୀ ରୋମସ୍ଥିତ ବିଶ୍ୱ ଖାଦ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଡବ୍ଲୁଏଫପି ପକ୍ଷରୁ!-->…
Read More...
Read More...
ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପ୍ରସ୍ତାବକ
ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ!-->…
Read More...
Read More...
ରାଷ୍ଟ୍ରପତି ପଦ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ ,ସମର୍ଥନ ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ଆଜି ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଓଡିଶା ର ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିବେ । ସଂସଦ ଭବନରେ ଦିନ ୧୨ଟା ସମୟରେ ନିଜର ବିଜେପି ସମର୍ଥକ ଓ!-->…
Read More...
Read More...
ନୂଆଦିଲ୍ଲୀ ପହଞ୍ଚି ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, କାଲି ଭରିବେ ନାମାଙ୍କନ
ଆଜି ନୂଆଦିଲ୍ଲୀ ପହଞ୍ଚି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଦ୍ରୌପଦୀ ମୁର୍ମୁ I ରାଷ୍ଟ୍ରପତି ନିର୍ବାଚନ ସହ ଅନେକ ଗୁଡିଏ ପ୍ରସଙ୍ଗରେ ଆଲୋଚନା!-->…
Read More...
Read More...
ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଦିଲ୍ଲୀ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି ସେ ରାଇରଙ୍ଗପୁୁରରୁ ବାହାରି ଭୁବନେଶ୍ୱର ସ୍ଥିତ ଏମସିଏଲ!-->…
Read More...
Read More...
ଇସ୍ତଫା ଦେବାକୁ ସିଏମ୍ ଉଦ୍ଧବ ଠାକରେ ପ୍ରସ୍ତୁତ, କିନ୍ତୁ ଶିବସେନା ବିଧାୟକଙ୍କ ସାମ୍ନାରେ ଏହି ବଡ ସର୍ତ୍ତ
ମହାରାଷ୍ଟ୍ର ସରକାରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଏ ପର୍ଯ୍ୟନ୍ତ ଥମିନାହିଁ । ଏହି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକ୍ ଲାଇଭ୍ କରି!-->…
Read More...
Read More...
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର ଙ୍କ ତରଫରୁ ଜେଡ୍ ପ୍ଲସ୍ ସୁରକ୍ଷା
ଦୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ ୨୪ ଘଣ୍ଟିଆ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାର ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା!-->…
Read More...
Read More...
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା: ଦାୟିତ୍ୱରେ ୧୨ CRPF, ଜଣେ…
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ୍ପ୍ଲସ ସୁରକ୍ଷା। କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।!-->…
Read More...
Read More...