Browsing Category
Latest
କୋଲାବ ଜଳ ଭଣ୍ଡାର ଡଙ୍ଗା ବୁଡ଼ି ୪ ନିଖୋଜ, ୪ ଉଦ୍ଧାର
କୋରାପୁଟ: କୋରପୁଟ ଜିଲ୍ଲା କୋଲାବ ଜଳ ଭଣ୍ଡାର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ୪ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ!-->…
Read More...
Read More...
ନିୟମିତ ହେବେ ୧୮ ହଜାର ଚୁକ୍ତି ଭିତ୍ତିକ ଶିକ୍ଷକ
ଭୁବନେଶ୍ୱର : ହଜାର ହଜାର ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ପାଇଁ ଖୁସି ଖବର । ଚୁକ୍ତିଭିତ୍ତିକ ଓ ଇନିସିଆଲ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ଚାକିରି ନିୟମିତ ହେବ ।!-->…
Read More...
Read More...
ପଣା ସଂକ୍ରାନ୍ତି ଉପଲକ୍ଷେ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପଣା ପ୍ରସ୍ତୁତି ପର୍ବ ଅନୁଷ୍ଠିତ
ଭୁବନେଶ୍ବର- ତା. ୧୩.୦୪.୨୦୨୩- ପଣା ହେଉଛି ଓଡିଆ ମାନଙ୍କ ଏକ ପ୍ରମୁଖ ପାନୀୟ । ସୁନ୍ଦର ସ୍ବାସ୍ଥ ଏବଂ ଅତିଥି ସତ୍କାର ନିମନ୍ତେ ପଣା ହେଉଛି ଏକ ସ୍ବାଦିଷ୍ଟ ପାନୀୟ ।!-->…
Read More...
Read More...
ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦,କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ବର:ଗରିବ ଲୋକମାନେ ଯେପରି!-->!-->!-->!-->!-->!-->!-->…
Read More...
Read More...
ସୁନା ରଖିଛନ୍ତି କି ଲକରରେ ହୋଇଯାଆନ୍ତୁ ସାବଧାନ !
ଚୋରିର ଭୟ ଯୋଗୁଁ ଅନେକ ଲୋକ ନିଜ ଘରେ ସୁନା ଓ ରୂପା ଅଳଙ୍କାର ରଖନ୍ତି ନାହିଁ । ଏହିପରି, ସେମାନେ ସେମାନଙ୍କର ମୂଲ୍ୟବାନ ଅଳଙ୍କାରକୁ ଏକ ସୁରକ୍ଷିତ ସ୍ଥାନ ଭାବରେ!-->…
Read More...
Read More...
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ବିଭିନ୍ନ ଜଟିଳ ରୋଗର ତ୍ବରିତ ନିରୂପଣ ଏବଂ ପୂର୍ବାନୁମାନ କରିବାରେ ଉପଯୋଗୀ ହେବ
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି!-->!-->!-->…
Read More...
Read More...
ପୁଣି ଲାଗୁହେବ ଗାଇଡ୍ ଲାଇନ୍ !
ଦିନ କୁ ଦିନ କୋରନା ତାହାର କାୟା ମୋଲାଇବାରେ ଲାଗିଛି । ଖରା ତାତି ଯେମିତି ବଢିବାରେ ଲାଗିଛି ସେହିପରି କୋରନା ମଧ୍ୟ ବଢିବାରେ ଲାଗିଛି । ଉପରମୁହଁ କରୋନା ସଂକ୍ରମଣ ।!-->…
Read More...
Read More...
ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ!-->…
Read More...
Read More...
ଏପ୍ରିଲ ୧୨ ରୁ ୧୬ ରାଜ୍ୟର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ
ଭୁବନେଶ୍ୱର : ଆସନ୍ତା କାଲିଠାରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର I ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି!-->…
Read More...
Read More...
ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ ପାଳିତ
ଭୁବନେଶ୍ବର- ୧୧.୦୪.୨୦୨୩- ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ ପର୍ଯ୍ୟଟନ ଭବନରେ ପାଳିତ ହୋଇଛି । ଓଟିଡିସି ଅଧ୍ୟକ୍ଷ ଡଃ!-->…
Read More...
Read More...