Browsing Category
Latest
ଇଞ୍ଜିନ୍ ନଥିବା ମାଲଗାଡ଼ି ନେଲା ୬ ଜୀବନ
ଯାଜପୁର ରୋଡ ଷ୍ଟେସନରେ ମାଲବାହୀ ଟ୍ରେନରେ କଟି ୪ ମୃତ
ସମସ୍ତ ମୃତକ ଶ୍ରମିକ ହୋଇଥିବା ସୂଚନା, ଆଉ ୪ ଗୁରୁତର
ବର୍ଷା ପବନ ହେଉଥିବା ଯୋଗୁଁ ସେମାନେ ଟ୍ରେନ ତଳେ!-->!-->!-->!-->!-->!-->…
Read More...
Read More...
ବିକ୍ରି ହେବ କୁକୁର ମାଂସ; ବିକ୍ରି ହେବ କୁକୁର ମାଂସ
ନୂଆଦିଲ୍ଲୀ: ମଣିଷ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ମାଂସ ଖାଇବା କଥା ଆପଣ ଶୁଣିଥିବେ । ହେଲେ କୁକୁର ମାଂସ କଥା କହିଲେ ପ୍ରତିଟି ଲୋକ ଘୃଣା କରିବେ । ହେଲେ ଆପଣ ଜାଣି!-->…
Read More...
Read More...
ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମ ଓ ସରବିଆ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।!-->…
Read More...
Read More...
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଖରଫ!-->…
Read More...
Read More...
ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଲେ ବଜରଙ୍ଗ ପୁନିଆ, ରାକେଶ ଟିକାଏତ୍
ରେସଲର ବଜରଙ୍ଗ ପୁନିଆ କୃଷକ ନେତା ରାକେଶ ଟିକାଏତ୍ଙ୍କ ସହ ବୁଧବାର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଛନ୍ତି। ବଜରଙ୍ଗ ପୁନିଆ ଏବଂ ରାକେଶ ଟିକାଇଟଙ୍କ!-->…
Read More...
Read More...
ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ
ଭୁବନେଶ୍ୱର, ଜୁନ ୫: ୨୦୨୩ ନିମନ୍ତେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ ର୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗ୍ରେ ଦେଶର ପ୍ରମୁଖ!-->…
Read More...
Read More...
ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮: ପ୍ରଦୀପ ଜେନା
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୮୮ ହୋଇଥିବା ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡାନ୍ତ ମୃତ୍ୟୁ!-->…
Read More...
Read More...
ମଣିପୁରରେ ହିଂସା, ସର୍ଚ୍ଚ ଅପରେସନ ସହ ରାଜ୍ୟରେ ଇଣ୍ଟରନେଟ୍ ନିଷେଧାଦେଶ ଜାରି
ଗତ ଏକ ମାସ ଧରି ମଣିପୁର ହିଂସାର କ୍ରୋଧରେ ଜଳୁଛି। ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ସ୍ଥାନୀୟ ପୋଲିସ, ସେନା, ରିଜର୍ଭ ପୋଲିସ ଫୋର୍ସ, ବିଏସଏଫ ଏବଂ ଅନ୍ୟାନ୍ୟ!-->…
Read More...
Read More...
୩୧ ଜଣ ନିଖୋଜ ଅଛନ୍ତି: ମମତା
କଟକ: କଟକ ଏଏସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆହତଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା!-->…
Read More...
Read More...
ବାହନାଗା ଟ୍ରନ ଦୁର୍ଘଟଣାର ଅନେକ ଘଟଣା ସାମ୍ନାକୁ ଆସିଛି
ଭୁବନେଶ୍ୱର: ସେ ଦୃଶ୍ୟ ହୃଦୟ ବିଦାରକ । ଲୋମଟାଙ୍କୁରା । ଏବେ ବି ମନେ ପଡିଗଲେ ଦେହ ଥରି ଯାଉଛି । ଚାରିଆଡେ କୁଢକୁଢ ଶବ । କରୁଣ ଚିତ୍କାରରେ ଆକାଶର ଛାତି ଯେମିତି ଫାଟି!-->…
Read More...
Read More...