Browsing Category
Latest
କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୩ ଆୟୋଜିତ
ଭୁବନେଶ୍ୱର,୨୬ ।୯ : କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ହ୍ୟାକ୍ଟେଷ୍ଟ-୨୦୨୩ ଶୀର୍ଷକ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୩ (ଏସ୍ଆଇଏଚ୍-୨୦୨୩) ଅନୁଷ୍ଠିତ ହୋଇଯାଇଛି।!-->…
Read More...
Read More...
ଏସିୟ କ୍ରୀଡାରେ ଇତିହାସ ରଚିଲା ଭାରତ
ଚାଇନାରେ ଚାଲିଥିବା ୧୯ତମ ଏସିୟ କ୍ରୀଡାରେ ଇତିହାସ ରଚିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ ପଦକ । ୧୯୮୨ ଠାରୁ!-->…
Read More...
Read More...
୫୨ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । 10 ହଜାର କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର କରିବେ ଉଦ୍ଘାଟନ । ଭାଇବ୍ରାଣ୍ଟ ଗୁଜୁରାଟ ବୈଶ୍ବିକ!-->…
Read More...
Read More...
‘ନୂଆଁଖାଇ- ୨୦୨୩’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ସେପ୍ଟେମ୍ବର ୨୦ - କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ!-->!-->!-->…
Read More...
Read More...
ଆଜିଠୁ ପୁଣି ବଢିବ ବର୍ଷା: ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ସେପ୍ଚେମ୍ବର ଆରମ୍ଭରୁ ଲାଗି ରହିଥିବା ବର୍ଷାରେ ଦୁଇ ଦିନ ବ୍ରେକ୍ ପରେ ଆଜି ଠାରୁ ପୁଣି ବଢିବ ବର୍ଷା । ଉତ୍ତର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି!-->…
Read More...
Read More...
ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଭାରତର ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ଜି-୨୦ ଶିଖର ସମ୍ମିଳନୀ । ଏଥିରେ ଯୋଗଦେବାକୁ ୨୯ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ପ୍ରତିନିଧିମାନେ ମଧ୍ୟ ଆସିଛନ୍ତି ।!-->…
Read More...
Read More...
ଚାଇନାରେ ଆପେଲ ଆଇଫୋନ ନିଷେଧ !
ଆମେରିକୀୟ କମ୍ପାନୀ ଆପେଲ ର ଉତ୍ପାଦ ଆଇଫୋନ୍ ଚାଇନାରେ ନିଷେଧ କରାଯାଇଛି । ଯଦିଓ ଏହି ପ୍ରତିବନ୍ଧକ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ତଥାପି ବର୍ତ୍ତମାନଠାରୁ!-->…
Read More...
Read More...
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଜଣେ ଭଲ ବନ୍ଧୁ ଓ ସ୍ନେହୀ ସ୍ୱଭାବର ବ୍ୟକ୍ତି ଥିଲେ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ସେପ୍ଟେମ୍ବର ୦୨ – ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ!-->!-->!-->…
Read More...
Read More...
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ!-->…
Read More...
Read More...