Browsing Category
Latest
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଭଲ ଶିକ୍ଷା ପାଇଁ ପ୍ରଭାବଶାଳୀ ବିକଳ୍ପ ପ୍ରସ୍ତୁତ କରିବା ଆମର ଦାୟିତ୍ୱ –…
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୮ - ଦିବ୍ୟାଙ୍ଗଜନଙ୍କ ପାଇଁ ସମାନ ଶିକ୍ଷା ସୁନିଶ୍ଚିତ କରିବା ଏବଂ ସମାବେଶୀ ଭାରତ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ!-->…
Read More...
Read More...
ଭାରତୀୟ ଜ୍ଞାନ ପରମ୍ପରାର ଏଆଇ ମଡେଲିଂ ହେବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୬ – ଭାରତୀୟ ଜ୍ଞାନ ପରମ୍ପରାର ଐତିହ୍ୟ ବହୁତ ପୁରୁଣା । ଆମେ ଏହାକୁ କେବଳ ପୂଜା ଏବଂ ଗର୍ବ ରୂପରେ ଦେଖିବା ଉଚିତ୍ ନୁହେଁ, ବରଂ ଆମକୁ!-->…
Read More...
Read More...
ଦକ୍ଷତାଭିତ୍ତିକ ତାଲିମ ଦ୍ୱାରା ପୀଡିତାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମର ମୂଳ ଲକ୍ଷ୍ୟ :…
ଲିଙ୍ଗଭିତ୍ତିକ ହିଂସା ଏବଂ ପୀଡିତାମାନଙ୍କ ମାନସିକ ଆଘାତ ଯତ୍ନ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ!-->!-->!-->…
Read More...
Read More...
ସଡକ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପତ୍ନୀ ଏବଂ କନ୍ୟା ଗୁରୁତର
ଭୁବନେଶ୍ୱର : ମର୍ମନ୍ତୁଦ ସଡକ ଦୁର୍ଘଟଣା I ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପତ୍ନୀ ଉର୍ମିଳା ଏବଂ କନ୍ୟା ତଥା କଂଗ୍ରେସ ନେତ୍ରୀ ଅମିତା!-->…
Read More...
Read More...
ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟାମନ୍ଦିରର ରହିବ ବଡ଼ ଯୋଗଦାନ – ଧର୍ମେନ୍ଦ୍ର ପ୍ରଧାନ
ଗତିରାଉତପାଟଣା/କଟକ, ଜୁନ ୧୨ – ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟା ମନ୍ଦିରର ବଡ଼ ଯୋଗଦାନ ରହିବ । ଏଥିପାଇଁ ସବୁ ପଞ୍ଚାୟତରେ ଏଭଳି ଦେବାଳୟ ସଦୃଶ ଅନୁଷ୍ଠାନ!-->…
Read More...
Read More...
ଭୟଙ୍କର ଷଡଯନ୍ତ୍ର,ହନିମୁନରେ ଯାଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ
ଉତ୍ତରପ୍ରଦେଶ : ଯେବେ ସ୍ତ୍ରୀ ପାଲଟିବ ପିଶାଚୀ । ବାହାଘରକୁ ମାତ୍ର ସପ୍ତାହେ ନବିତୁଣୁ ନିଜ ମଥାର ସିନ୍ଦୁର ନିଜେ ପୋଛି ଦେଲା ସ୍ତ୍ରୀ I ହନିମୁନକୁ ଯାଇ ନବ ଦମ୍ପତି!-->…
Read More...
Read More...
ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା I ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ପୂର୍ବରୁ ଏହି ସହାୟତା!-->…
Read More...
Read More...
୮୦ ପ୍ରତିଶତ ସରିଛି କାମ, ମହାପ୍ରଭୁ ସବୁ ନିଜେ କରାନ୍ତି – ଆଇନମନ୍ତ୍ରୀ
ପୁରୀ : ପାଖେଇ ଆସୁଛି ରଥଯାତ୍ରା । ଆଉ ଦିନକ ପରେ ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାବାହୁ। ଆଉ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦିବ୍ୟ!-->…
Read More...
Read More...
ସାସଂଦ ସମ୍ବିତ ପାତ୍ରଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଘେରିଲା ଯୁବ କଂଗ୍ରେସ
ଭୁବନେଶ୍ଵର : ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ବାସ ଭବନ ଘେରାଉ କଲା ଯୁବ କଂଗ୍ରେସ ଇ ରାହୁଲ ଗାନ୍ଧୀଙ୍କ ପ୍ରତି ଦେଇଥିବା ଦାୟିତ୍ବହୀନ ମନ୍ତବ୍ୟ ପାଇଁ ଆଜି ପ୍ରଦେଶ!-->…
Read More...
Read More...
ବିଗିଡ଼ିଲା ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଇନ୍ଦିରା ଗାନ୍ଧୀ!-->…
Read More...
Read More...