Browsing Category

INFORMATION

ନାମକୁ ମାତ୍ର ଲଢିବ ଓଡ଼ିଶା କଂଗ୍ରେସ୍‌

ଭୁବନେଶ୍ବର: ରଜ୍ୟରେ କଂଗ୍ରେସର ନେତାମାନଙ୍କ ସ୍ଥିତିକୁ ଦେଖିଲେ ଯାହା ଜଣାପଡ଼ୁଛି, ଚଳିତ ନିର୍ବାଚନରେ ଦଳ ଜିତିବା ପାଇଁ ନୁହେଁ କେବଳ ନିଜ ନାମ ରକ୍ଷା କରିବା ପାଇଁ…
Read More...

ବିଶ୍ଵର କର୍କଟ ରାଜଧାନୀ ପାଲିଟିଛି ଭାରତ: ୨୦୪୦ ସୁଦ୍ଧା ଆହୁରି ଖରାପ ହୋଇପାରେ ଅବସ୍ଥା

ନୂଆଦିଲ୍ଲୀ: ଭାରତ ବିଶ୍ୱର କର୍କଟ ରାଜଧାନୀ ପାଲଟିଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଉପସ୍ଥାପିତ ହୋଇଥିବା ସଦ୍ୟତମ ରିପୋର୍ଟରେ ଭାରତକୁ ବିଶ୍ଵର କର୍କଟ ରାଜଧାନୀ…
Read More...

ବିଜେପିରେ ସାମିଲ ହେଲେ ଜି.ଉଦୟଗିରିର ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଏବଂ ଶିକ୍ଷାବିତ୍

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜି. ଉଦୟଗିରିର ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ନିଜ ଶତାଧିକ ସମର୍ଥକଙ୍କ ଗହଣରେ…
Read More...

ଦେଶରେ ଆଉ ନିର୍ବାଚନ ହେବ ନାହିଁ: ଅର୍ଥନୀତିଜ୍ଞ ପରକଳା ପ୍ରଭାକର

ନୂଆଦିଲ୍ଲୀ: ଅର୍ଥନୀତିଜ୍ଞ ପରକଳା ପ୍ରଭାକର ଦାବି କରିଛନ୍ତି ଯେ, ଯଦି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ​​ବିଜେପି ଜିତେ ତେବେ ଦେଶରେ ପୁନଃ ନିର୍ବାଚନ ହେବ ନାହିଁ।…
Read More...

ବିଜେଡିର ଯୁବ ନେତା ଅମିତ ମଲ୍ଲିକଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ବିଜୁ ଜନତା ଦଳର ଯୁବ ନେତା ଅମିତ ମଲ୍ଲିକଙ୍କୁ ଦଳ ପୁଣି ଦୁଇଟି ଦାୟିତ୍ବ ଦେଇଛନ୍ତି। ସେ ବର୍ତ୍ତମାନ ଦଳର ମୁଖପାତ୍ର ଥିବା ବେଳେ ଆଜି ତାଙ୍କୁ ଦଳ…
Read More...

ଶଙ୍ଖ ଫୁଙ୍କିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା

ଭୁବନେଶ୍ବର: ଆଜି ଶଙ୍ଖ ଫୁଙ୍କିଛନ୍ତି କଂଗ୍ରେସର ପୂର୍ବତନ ନେତା ଗଣେଶ୍ବର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ…
Read More...

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗକୁ ନେଇ ଆମେରିକା ଚିନ୍ତିତ

ନୂଆଦିଲ୍ଲୀ: ୮ ଏପ୍ରିଲ୍ ଏକ ବିଶେଷ ଦିନ ହେବାକୁ ଯାଉଛି। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏହି ଦିନ ଅନୁଷ୍ଠିତ ହେଉଛି। ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ ଯାହା…
Read More...

ଦୁଇ ପୂର୍ବତନ ନେତାଙ୍କ ଭେଟଘାଟ

ଭୁବନେଶ୍ବର: ଶନିବାର ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଳକୁସୁମାଠାରେ ବିଜୁ ଜନତା ଦଳର ନେତା ସୁକାନ୍ତ ଦ୍ୱିବେଦୀଙ୍କ ମାତାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଦୀର୍ଘ…
Read More...

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କଲେ ଜିଲ୍ଲାପାଳ

ଭୁବନେଶ୍ବର: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି। ସକାଳୁ ମଧ୍ୟ ବାହାରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ଗତକାଲି ଭୁବନେଶ୍ବରର…
Read More...