Browsing Category
CULTURE
ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,ପଦ୍ମଶ୍ରୀ ସମ୍ମାନରେ ହେବେ ସମ୍ମାନିତ
ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି!-->…
Read More...
Read More...
ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ
ରାଜ୍ୟସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଥିଲା ଏକ ଜୀବନ୍ତ ଇତିହାସ ।!-->!-->!-->…
Read More...
Read More...
୨୦୨୨ ପାଇଁ ଧର୍ମପଦ ପୁରସ୍କାର ପାଇବେ ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ
ଭୁବନେଶ୍ୱର : ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ!-->…
Read More...
Read More...
ସୁନାମଧନ୍ୟା କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତ
ମୁମ୍ବାଇ : ସୁନାମଧନ୍ୟା କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି ପରଲୋକ ହୋଇଛି। ଆଜି ଚେନ୍ନାଇ ନୁଙ୍ଗମ୍ବକ୍କମସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ!-->…
Read More...
Read More...
ମନ ମୋହୁଛି ତୋଷାଳୀ
ଭୁବନେଶ୍ୱର :ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ତୃତୀୟ ସନ୍ଧ୍ୟା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ହସ୍ତଶିଳ୍ପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶ୍ୟାମଭକ୍ତ!-->…
Read More...
Read More...
ଆରମ୍ଭ ହେଲା ତୋଷାଳୀ
ଆଜିଠୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ହସ୍ତଶିଳ୍ପ ତୋଷାଳି ମେଳା। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ସପ୍ତଦଶ ତୋଷାଳି ଜାତୀୟ!-->…
Read More...
Read More...
ଭୁବନେଶ୍ୱର ଠାରେ ମହିମା ସମାଜର ‘ସନ୍ଥ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ I ଆଜି (ଶନିବାର) ଭୁବନେଶ୍ୱର ଠାରେ “ବିଶ୍ୱପ୍ରସିଦ୍ଧ ମହିମା ଧର୍ମ!-->…
Read More...
Read More...
୨ବର୍ଷ କଟକଣା ପରେ ସରସ୍ୱତୀ ପୂଜା ପାଇଁ ଉତ୍ସବମୁଖର ଶିକ୍ଷାନୁଷ୍ଠାନ
ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ମା’ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି। ଏହି ଦିନ ମା ସରସ୍ୱତୀଙ୍କ ପୂଜା କରାଯାଏ ।!-->…
Read More...
Read More...
ଜଗା ଦର୍ଶନ କଲେ ପାକିସ୍ଥାନ ଭକ୍ତ
ନଟଖଟିଆ କାଳିଆ ଠାକୁର । କେତେବେଳେ ସେ କେଉଁ ନୀଳା କରିବେ ତାହା ସମସ୍ତଙ୍କୁ ଅଛପା । ତାର ପ୍ରେମରେ ସମସ୍ତେ ବନ୍ଧା । କାଳି ପ୍ରେମରେ ବାନ୍ଧି ହୋଇ ଏବେ ଶତ୍ରୁରାଷ୍ଟ!-->…
Read More...
Read More...
ସୂର୍ଯ୍ୟଦେବ ୭ଟି ଘୋଡା କାହିଁକି ବସିଥାନ୍ତି ? ଆସନ୍ତୁ ଜାଣିବା
ଶାସ୍ତ୍ରାନୁସାରେ ପଞ୍ଚଦେବତାଙ୍କୁ ପୂଜା କରିବାର ବିଧି ରହିଛି । କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବା ସମୟରେ ଏହି ପଞ୍ଚ ଦେବତାଙ୍କୁ ପୂଜା କରାଯାଇଥାଏ । ସେମାନେ ହେଲେ!-->…
Read More...
Read More...