Browsing Category

Business

ରେଳବାଇ ପାଇଁ ୨.୫୨ ଲକ୍ଷ କୋଟିର ପୁଞ୍ଜି ବ୍ୟୟ ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ:…

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ସ୍ୱାଗତ କରିଛନ୍ତି। ବଜେଟରେ…
Read More...

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ୬.୩%ରୁ ୬.୮% ମଧ୍ୟରେ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ : ୨୦୨୫-୨୬ ଆର୍ôଥକ ବର୍ଷରେ ଆର୍ôଥକ ଅଭିବୃଦ୍ଧି ହାର ୬.୩%ରୁ ୬.୮% ମଧ୍ୟରେ ରହିପାରେ ବୋଲି ଆକଳନ କରାଯାଇଛି। ଏତଦ୍‌ବ୍ୟତୀତ ଏପ୍ରିଲ୍‌-ଡିସେମ୍ବର ୨୦୨୪ରେ…
Read More...

ଶେଷ ହେଲା ଉତ୍କର୍ଷ ଓଡିଶା ୨୦୨୫, ଆସିଲା ମୋଟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି

ଭୁବନେଶ୍ବର: ଶେଷ ହେଲା ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ । ଦୁଇ ଦିନିଆ ଏହି ସମ୍ମିନୀରେ ମୋଟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗ…
Read More...

ଏପ୍ରିଲ ୧ରୁ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ୍‌

ନୂଆଦିଲ୍ଲୀ: ୨୦୨୫ ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଅର୍ଥବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ…
Read More...

ଉତ୍କର୍ଷ ଓଡିଶା ୨୦୨୫: ଫାଲକନ୍ ଗୃପର ୧୫୦୦ କୋଟି ନିବେଶ, ସୃଷ୍ଟି କରିବ ୫୦୦୦ରୁ ଉର୍ଦ୍ଧ୍ଵ ରୋଜଗାର

ଭୁବନେଶ୍ଵର: ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ ହେଉଛି ଫାଲକନ ଦଳର ଏକ ମୁଖ୍ୟ ଭାଗ ଯାହା ଓଡ଼ିଶାର ଏକ ଘରୋଇ ବ୍ୟବସାୟ ସଂସ୍ଥା। ଏହା ଟିଟାନିୟମ୍ ଡାଇଓକ୍ସାଇଡ୍…
Read More...

ପ୍ରଥମେ ଚୀନ୍, ଏବେ ଟ୍ରମ୍ପ ଫ୍ୟାକ୍ଟର ଲାଗି ବଢୁଛି ସୁନା ଦର

ନୂଆଦିଲ୍ଲୀ : ସୁନା  ମୂଲ୍ୟବୃଦ୍ଧି ଜାରି ରହିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ମାତ୍ର ସପ୍ତାହକରେ ସୁନା ଦର ୭୯,୨୩୯ ଟଙ୍କାରୁ ବଢି…
Read More...

ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଟଙ୍କା

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ସରକାର ଦେଶର ଅର୍ଥନୀତିକୁ ଦୃଢ଼ରୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଅନ୍ୟପକ୍ଷେ ଭାରତୀୟ ମୁଦ୍ରା, ଡଲାର ତୁଳନାରେ…
Read More...

ଏୟାରପୋର୍ଟରେ ମିଳିବ ଶସ୍ତା ଖାଇବା ଏବଂ ଚା’-କଫି

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ବିମାନ ଯାତ୍ରୀ ଏୟାରପୋର୍ଟରେ ପହଞ୍ଚି ଚା’ ଓ କଫି ପିଇବାକୁ ଇଚ୍ଛା କରନ୍ତି । କିନ୍ତୁ ଏୟାରପୋର୍ଟରେ ଚା’ ଦାମ୍…
Read More...

ସ୍ୱାଦ ହିସାବରେ ପପକର୍ଣ୍ଣ ଉପରେ ଲାଗିଲା ୩ ପ୍ରକାରର ଟ୍ୟାକ୍ସ

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ଜିଏସଟି ପରିଷଦର ୫୫ତମ ବୈଠକରେ ପପକର୍ଣ୍ଣ ଉପରେ ଟ୍ୟାକ୍ସକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା…
Read More...

ଆରବିଆଇର ନୂତନ ଗଭର୍ଣ୍ଣର ହେବେ ସଞ୍ଜୟ ମଲହୋତ୍ରା

ନୂଆଦିଲ୍ଲୀ: ସଞ୍ଜୟ ମଲହୋତ୍ରା ଆରବିଆଇର ନୂତନ ଗଭର୍ଣ୍ଣର ହେବେ। ତାଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସଞ୍ଜୟ ମଲହୋତ୍ରା ଡିସେମ୍ବର ୧୧ ତାରିଖରେ…
Read More...