Browsing Category

Agriculture

ଅଁଳା ଚାଷ

ଅଁଳା ଏକ ଫଳ ହେଲେ ମଧ୍ୟ ଏହାର ଔଷଧୀୟ ବ୍ୟବହାର ବହୁତ ବେଶି । ଲୋକପ୍ରିୟ ତ୍ରିଫଳା ମଧ୍ୟରେ ଏହା ଏକ ପ୍ରମୁଖ ଉପାଦାନ । ଏସିଆ ମହାଦେଶରେ ଅଁଳାର ଜନ୍ମ । ଆମ ଦେଶର ବହୁ
Read More...

ପଣସ ଚାଷ

କେହି ସାଧାରଣତଃ ପଣସ ବଗିଚା କରିବାର ଦେଖାଯାଏ ନାହିଁ । ତଥାପି ଏଣେତେଣେ ଉଠୁଥିବା ଗଛମାନଙ୍କରେ ଯଥେଷ୍ଟ ପରିମାଣର ପଣସ ଫଳିଥାଏ । ଅନ୍ୟ ଫଳ ସହ ତୁଳନା କଲେ ଏହା ଖୁବ୍
Read More...

ସପୁରୀ ଚାଷ

ଚାଷ କରାଯାଉଥିବା ଫଳମାନଙ୍କ ମଧ୍ୟରେ ସପୁରିର ନାମ ଅନ୍ୟତମ । ତୁଳନାତ୍ମକ ଭାବେ କମ୍ ଯତ୍ନରେ ଏହାକୁ ଚାଷ କରାଯାଇଥାଏ । ଏହି ଗଛ ବ୍ରାଜିଲରେ ଜନ୍ମ ହୋଇଛି ବୋଲି ଅନୁମାନ
Read More...

ପିଜୁଳି ଚାଷ

ଭାରତରେ ଚାଷ କରାଯାଉଥିବା ଫଳମାନଙ୍କ ମଧ୍ୟରେ ଏହା ଅନ୍ୟତମ । ଉତ୍ତର ପ୍ରଦେଶ ଏବଂ ବିହାରରେ ଏହା ବିଶେଷ ଭାବେ ଚାଷ କରାଯାଇଥାଏ । ଏହା ଆମେରିକାରେ ଜନ୍ମ ନେଇଛି ବୋଲି
Read More...

କଦଳୀ ଚାଷ

ସମଗ୍ର ପୃଥିବୀରେ ଚାଷ କରାଯାଇôବା ପୁରାତନ ଫଳମାନଙ୍କ ମଧ୍ୟରେ ଏହା ଅନ୍ୟତମ । ଏହାକୁଅତି ପବିତ୍ର ବୋଲି ମନେକରାଯାଏ । ଏସିଆର ଉଷ୍ଣ ଆର୍ଦ୍ର ଅଞ୍ଚଳରେ ପ୍ରଥମେ କଦଳୀ ଚାଷ
Read More...

ନଡ଼ିଆ ଚାଷ

ନଡ଼ିଆ ଏକ ଅତି ପବିତ୍ର ଫଳ । ପ୍ରତି ପୂଜାପାର୍ବଣରେ ଏହାର ଆବଶ୍ୟକତା ରହିଛି । ନଡ଼ିଆ ଗଛର ପ୍ରତି ଅଂଶ ଆମ ଦରକାରରେ ଆସିଥାଏ । ପଇଡ଼ ପାଣିକୁ ପାନୀୟ ରୂପେ ଅନେକ ଲୋକ
Read More...

ଆମ୍ବ ଚାଷ

ଆମ୍ବକୁ ଭାରତର ଜାତୀୟ ଫଳ କୁହାଯାଏ । ବହୁ ପୂର୍ବରୁ ଏହା ଆମ ଦେଶରେ ଚାଷ କରାଯାଉଛି । ରାମାୟଣ ଓ ମହାଭାରତ ଯୁଗରେ ଆମ୍ବ ଗଛ ଥିବା କଥା ଲେଖାଯାଇଛି । ଭାରତର ଅଧିକାଂଶ
Read More...