ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ବସ ବନ୍ଦ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ କରିଛନ୍ତି । ପରିବହନ ବିଭାଗ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛନ୍ତି । ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ କରିଛନ୍ତି । ନିଷ୍ପତ୍ତି ନେଇ ଅଧିକ ତର୍ଜମା ଓ ପରୀକ୍ଷଣ ସାପେକ୍ଷ ପ୍ରସ୍ତାବ ସହମତି ରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
Comments are closed, but trackbacks and pingbacks are open.