ଖୋର୍ଦ୍ଧା ବସଷ୍ଟାଣ୍ଡରୁ ବ୍ରାଉନସୁଗର ଜବତ

36

ବ୍ରାଉନସୁଗର ଜବତରେ ଏସଟିଏଫକୁ ମିଳିଛି ଆଉ ଏକ ବଡ଼ ସଫଳତା । ରାଜଧାନୀ ନିକଟ ଖୋର୍ଦ୍ଧା ବସଷ୍ଟାଣ୍ଡରୁ 1 କେଜି 320 ଗ୍ରାମ ଧଳାଜହର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ 1 କୋଟି 20 ଲକ୍ଷ ଟଙ୍କା ହେବ ।
ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ଅଭିଯୁକ୍ତ କଟକର ଅଫତାବ, ଭଦ୍ରକର ମୁନ୍ନା ଓ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ ବୋଲି ଜଣାପଡିଛି । ବ୍ରାଉନସୁଗର ଜବତ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ।

Leave A Reply

Your email address will not be published.