ବି.ଜେ.ଡ଼ି ବିଧାୟକ ମାନେ ବିଧାନ ସଭା ଭିତରେ ଗାନ୍ଧୀ ମୂର୍ତି ତଳେ ଧାରଣା ରେ ବସିଲେ

23

ବି.ଜେ.ଡ଼ି ବିଧାୟକ ମାନେ ତୈଳ ଦର ବୃଦ୍ଧି ,ବେକାର ସମସ୍ୟା କୁ ଦୂର କରିବା ,ଜିନିଷ ପତ୍ର ର ଅଧିକ ଦାମ କମାଇବା ,ର ସମାଧାନ କେନ୍ଦ୍ର ସରକାର ନ କରିବା ଯୋଗୁ ବିଧାନ ସଭା ଭିତରେ ଗାନ୍ଧୀ ମୂର୍ତି ତଳେ ଧାରଣା ରେ ବସିଛନ୍ତି

Leave A Reply

Your email address will not be published.