୨୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

70

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ଆଜି ବିଜେପି ପୁଣି ତା’ର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋଟ ୨୧ ଜଣ ବିଧାନସଭା ଆସନ ପାଇଁ ବିଜେପି ନିଜ ଯୋଦ୍ଧାଙ୍କ ନାମ ଘୋଷଣା କରିଛି । ତେବେ କିଏ କେଉଁ ଆସନରୁ ଲଢିବେ ଜାଣନ୍ତୁ -ରାଉରକେଲା: ଦିଲ୍ଲୀପ ରାୟ, ପାଟଣା: ଅଖିଳଚନ୍ଦ୍ର ନାୟକ ସାରସକଣା: ଭାଦବ ହାଁସଦା, ରାଇରଙ୍ଗପୁର: ଜୋଲେନ ବରଦା, ବାଙ୍ଗିରିପୋଷି-ସଞ୍ଜଳୀ ମୁର୍ମୁ, କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ-ସୋମନାଥ ପୂଜାରୀ, ରାଜନଗର-ଲଲିତ ବେହେରା, ବାଲିକୁଦା-ଏରସମା- ସତ୍ୟସାରଥୀ ମହାନ୍ତି, ଜଗତସିଂହପୁର-ଅମରେନ୍ଦ୍ର ଦାଶ, କାକଟପୁର-ବାଇଧର ମଲ୍ଲିକ, ରଣପୁର-ସୁରମା ପାଢୀ, ସାନଖେମୁଣ୍ଡି: ଉତ୍ତମ କୁମାର ପାଣିଗ୍ରାହୀ, ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମକଟକ-ଜଗନ୍ନାଥ ନୁଣ୍ଡ୍ରୁକା, ରାୟଗଡ଼ା-ବସନ୍ତ ଉଲାକା

ଲକ୍ଷ୍ମୀପୁର-କୈଳାସ କୁଲେସିକା, କୋଟପାଡ଼-ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡା-ଡମ୍ବୁରୁ ଶିଶା ।

Comments are closed, but trackbacks and pingbacks are open.