ବିଜେଡି ମହିଳା ସଂଗଠନର ହେଲା ପୁନଃର୍ଗଠନ, ଘୋଷଣା ହେଲା ସଭାପତି ଓ ସଦସ୍ୟାଙ୍କ ନାମ

215

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ପୁନଃର୍ଗଠନ କରିଛନ୍ତି। ସେହି ଅନୁସାରେ ବିଜୁ ଜନତା ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ଏହି ମହିଳା ସଂଗଠନରେ ସଭାପତି ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଏଥିରେ ପନ୍ଦର ଜଣଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ

ସଭାପତି- ସ୍ନେହାଙ୍ଗିନୀ ଛୁରିଆ

ବରିଷ୍ଠ ସାଧାରଣ ସଂପାଦିକା

  1. ସୁମିତ୍ରା ଜେନା
  2. ରାଜଶ୍ରୀ ମଲ୍ଲିକ
  3. ଲେଖାଶ୍ରୀ ସାମନ୍ତସିଂହାର

ସାଧାରଣ ସଂପାଦିକା

  1. ସୁଲୋଚନା ଦାସ
  2. ସୁଲତା ଦେଓ
  3. ବର୍ଷା ସିଂ ବରିହା
  4. ଶର୍ମିଷ୍ଠା ସେଠୀ
  5. ଶ୍ରୀମୟୀ ମିଶ୍ର
  6. ଲୋପାମୁଦ୍ରା ବକ୍ସିପାତ୍ର
  7. ମିନତି ବେହେରା
  8. କସ୍ତୁରୀ ମହାପାତ୍ର
  9. ପଦ୍ମନୀ ଦିଆନ
  10. ଦୀପାଳି ଦାସ
  11. ରଂଜିତା ସାହୁ
  12. ଗୀତାଞ୍ଜଳି ବସ୍ତିଆ

Comments are closed, but trackbacks and pingbacks are open.