ବିରଞ୍ଚି ସାହୁ ସସ୍ପେଣ୍ଡ

38

ଭୁବନେଶ୍ୱର: ସସପେଣ୍ଡ ହେଲେ OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁ । ବିରଞ୍ଚିଙ୍କୁ ସସପେଣ୍ଡ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିରଞ୍ଚି । ବିରଞ୍ଚିଙ୍କ ପାଖରୁ ସାଢେ 3 କୋଟିର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।୧୪ ଟି ପ୍ଲଟ ,୨ଟି କୋଠା ,ଦେଢ଼ କେଜି ଓଜନ ର ସୁନା ସହ ନଗଦ ୬୦ ଲକ୍ଷ୍ୟ ଟଙ୍କା ଭିଜିଲାନ୍ସ ପୂର୍ବ ରୁ ଜବତ କରିଥିଲେ I

Leave A Reply

Your email address will not be published.