ଓଏଏସ ସ୍ତରରେ ବଡ ଅଦଳବଦଳ, ବଦଳିଲେ 12 ଅଧିକାରୀ

165

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ଏକାଥରକେ 12 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନଙ୍କର ବଦଳି ହୋଇଛି ।ବଦଳି କରାଯାଇଥିବା ଅଧିକାରୀ ଗଣ ତୁରୁନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି। ପୂର୍ବରୁ ରାଜ୍ୟ ସରକାର ସେହିପରି ଓଏଏସ କ୍ଷେତ୍ରରେ ଏକ ବଡ ଅଦଳବଦଳ କରିଥିଲେ।

Comments are closed, but trackbacks and pingbacks are open.