ଆଜି ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ବର, ହେଲା ତତଲା ହାଣ୍ଡି

21

ଭୁବନେଶ୍ବର: ଗତକାଲି ପରି ଅଜି ମଧ୍ୟ ଭୁବନେଶ୍ବର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ର ପ୍ରବାହିତ ହୋଇଛି। କହିବାକୁ ଗଲେ ଭୁବନେଶ୍ବର ଏକ ତତଲା ହାଣ୍ଡି ହୋଇଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରାହେଲା ଭୁବନେଶ୍ୱର: ୪୩.୨°C, କେନ୍ଦୁଝର: ୪୨.୭°C, ଚାନ୍ଦବାଲି: ୪୨.୨ °C, ବାଲେଶ୍ୱର: ୪୧.୪°C, ରାଉରକେଲା: ୪୦.୬°C, ଝାରସୁଗୁଡା: ୩୯.୯°C, ସମ୍ବଲପୁର: ୩୯.୪°C, ହୀରାକୁଦ: ୩୭.୮°C, ପୁରୀ: ୩୪.୯ °C, ଗୋପାଳପୁର: ୩୪.୨°C, ପାରାଦୀପ ୩୩.୪°C

Comments are closed, but trackbacks and pingbacks are open.