ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ବିସିସିଆଇର ବଡ ନିଷ୍ପତ୍ତି, ଭାରତୀୟ ଖେଳାଳି ପାଇଁ ଦେଲା ୮.୫ କୋଟି

369

ନୂଆଦିଲ୍ଲୀ: ଜୁଲାଇ ୨୪ ତାରିଖରୁ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହେଉଛି। ଏହାର ଠିକ୍ ପୂର୍ବରୁ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତୀୟ ଆଥଲେଟମାନଙ୍କୁ ସାହାଯ୍ୟ କରିବା ପାଇଁ ବିସିସିଆଇ ୮.୫ କୋଟି ଟଙ୍କା ଦେବ ବୋଲି ସଚିବ ଜୟ ଶାହା ଘୋଷଣା କରିଛନ୍ତି। ବୋର୍ଡ ଏହି ଅର୍ଥ ଭାରତୀୟ ଅଲିମ୍ପିକ୍ ଆସୋସିଏସନକୁ ଦେବ। ଜୟ ଶାହା ଏହି ସୂଚନା ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Leave A Reply

Your email address will not be published.