ବାରିପଦା ITDA ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ

13

ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକ ସହିତ ତାଙ୍କ ବାରିପଦା ଭଡ଼ା ଘର, ବାଲିଆପାଳ ପୈତୃକ ଘର ସହିତ ଭୁବନେଶ୍ୱର, ଘରେ ମଧ୍ୟ ରେଡ୍ ଚାଲିଛି । ବାରିପଦା କାର୍ଯ୍ୟାଳୟ ସହିତ ମୋଟ ୧୧ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ତେବେ ମୋଟ କେତେ ଟଙ୍କାର ସମ୍ପତ୍ତି ଜବତ ହେଲାଣି ଏ ନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.