ଆଫଗାନିସ୍ତାନ ରେ ବ୍ୟାଙ୍କ ସେବା ବନ୍ଦ

32

ତାଲିବାନ ଆଫଗାନିସ୍ତାନ କୁ କବଜା କରିବା ପରେ ସେଠାକାର ସ୍ଥିତି ଅତ୍ୟନ୍ତ ଦୟନୀୟ ଇବର୍ତ୍ତମାନ ପରିସ୍ଥିତିରେ ବ୍ୟାଙ୍କ ସବୁ ବନ୍ଦ ହେଇଯାଇଛି I ଏଟିଏମରେ ବି ଟଙ୍କା ନାହିଁ । ଏପରି ସ୍ଥିତିରେ ଆଫଗାନ ବାସିନ୍ଦାଙ୍କ ପାଖରେ ମଧ୍ୟ ଟଙ୍କା ସରି ଆସିଲାଣି । ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଏବେ ଆକ୍ରୋଶ ଦେଖିବାକୁ ମିଳିଛି । ବନ୍ଦ ରହିଥିବା ବ୍ୟାଙ୍କକୁ ତୁରନ୍ତ ଖୋଲିବା ସହ ଏଟିଏମ୍ ଚାଲୁ କରିବାକୁ ଦାବି କରିଛନ୍ତି । ଏଥିପାଇଁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଶତାଧିକ ଲୋକ ରାସ୍ତାରେ ନାରାବାଜି ଦେଇ ପ୍ରତିବାଦ କରିଛନ୍ତି ।

Leave A Reply

Your email address will not be published.