ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସରକାର ପାଳିବେ ବାଜି ରାଉତ ଜୟନ୍ତୀ

ଭୁବନେଶ୍ୱର: ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସହିଦ ବାଜି ରାଉତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଡ଼ ଘୋଷଣା କରିଛନ୍ତି ।
Read More...

ହତାଶାକୁ ରାଜଭବନ ଆଡ଼କୁ ନମୁହାନ୍ତୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜେଡିର ରାଜଭବନ ଟାର୍ଗେଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ
Read More...

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

ଭୁବନେଶ୍ୱର: ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଶୁଣାଣି କରି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଆଉ ସମାଧାନ ମଧ୍ୟ କରୁଛନ୍ତି । ତେବେ  ଜନଶୁଣାଣି ନେଇ ଏକ
Read More...

ରାବଣପୋଡ଼ିରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତାରେ ହେବନି ବାଣ ପ୍ରତିଯୋଗିତା

ଭୁବନେଶ୍ବର: ଆଗକୁ ଦଶହରା । ଯାହାକୁ ନେଇ ସବୁଠି ଏବେ ପାର୍ବଣର ମାହୋଲ । ତେବେ ଦଶମୀ ପରେ ହେଉଥିବା ରାବଣପୋଡ଼ିକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା
Read More...

ରାଜସ୍ୱମନ୍ତ୍ରୀଙ୍କ ସୂଚନା: ଶିଳ୍ପ ଭିତ୍ତିଭୂମି,ପରିବେଶ ସୁରକ୍ଷା ନେଇ ଖୁବ୍‌ଶୀଘ୍ର ମାର୍ଗଦର୍ଶିକା

ଭୁବନେଶ୍ୱର: ଶିଳ୍ପ ଭିତ୍ତିଭୂମି ଓ ପରିବେଶ ସୁରକ୍ଷା ନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର୍ର ମାର୍ଗଦର୍ଶିକା ଜାରି କରିବାକୁ ଯାଉଛନ୍ତି। କାରଣ ପୁଞ୍ଜି ନିବେଶ ପାଇଁ ଓଡ଼ିଶା
Read More...

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା: ୩୬ ନକ୍ସଲ ନିହତ, ବିପୁଳ ମାରଣାସ୍ତ୍ର ଜବତ

ରାୟପୁର : ଛତିଶଗଡ଼ ଦାନ୍ତେୱାଡ଼ା ଜିଲାରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ଯୋଗୁ ପ୍ରାୟ ୩୬ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଦାନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲା
Read More...

କିସରେ ଐତିହାସିକ ଭଲିବଲ୍‍ ମହୋତ୍ସବ ଉଦ୍‍ଘାଟିତ

ଯୋଗଦେଲେ ୫ହଜାର ଖେଳାଳି ଭୁବନେଶ୍ୱର : ସର୍ବାଧିକ ୫ହଜାର ଖେଳାଳିଙ୍କୁ ନେଇ ବିଶ୍ୱର ସର୍ବ ବୃହତ ଭଲିବଲ୍‍ ପ୍ରତିଯୋଗିତା ‘କିସ୍‍ ଭଲିବଲ୍‍ ମହୋତ୍ସବ’ ଶୁକ୍ରବାର
Read More...

ଓଡ଼ିଶାରେ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଲିଗ୍- ୨୦୨୪-୨୫

ଭୁବନେଶ୍ୱର, (୦୪/୧୦): ଓଡ଼ିଶାରେ ଅନୁଷ୍ଠିତ ହେବ ଚଳିତବର୍ଷର ହକି ଇଣ୍ଡିଆ ଲିଗ୍- ୨୦୨୪-୨୫। ଏଥର ପ୍ରଥମଥର ପାଇଁ ହକି ଇଣ୍ଡିଆ ଲିଗ୍ ରେ ଉଭୟ ପୁରୁଷ ଏବଂ ମହିଳା ହକିଦଳ
Read More...

ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ନେଇ ଶନିବାର ସୋଆରେ ସମ୍ମିଳନୀ

ଭୁବନେଶ୍ୱର , ଅକ୍ଟୋବର ୪ : ପ୍ରତିରକ୍ଷା ବିଶେଷଜ୍ଞ, ସରଞ୍ଜାମ ଉତ୍ପାଦନକାରୀ, ନିବେଶକ, ଗବେଷକ ଏବଂ ସେନା ଅଧିକାରୀମାନେ ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନର
Read More...

ଭାରତକୁ ଅନ୍ତର୍ଜାତୀୟ ଶକ୍ତି ଦକ୍ଷତା ହବରେ ସାମିଲ ହେବାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ଲେଟର ଅଫ୍ ଇଣ୍ଟେଣ୍ଟ’ ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ଯାହା
Read More...