ଚଳିତ ବର୍ଷ ପ୍ରମୋଦ ଭଗତ ଙ୍କ ସମେତ ୧୧ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର

ଚଳିତ ବର୍ଷ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଗୋଲଡେନ ବୟ ପାରା ଅଲମ୍ପିଆଡ ପ୍ରମୋଦ ଭାଗବତ ଙ୍କ ସମେତ ୧୧ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରାଯାଇଛି ।
Read More...