ଦଶ ହଜାର ସ୍କୁଲକୁ ଲାଇଭ ଯୋଡିଲା ଅଟଳ ଇନୋଭେସନ ମିଶନ

252

ନୂଆଦିଲ୍ଲୀ: ସାମୂହିକ ଇନୋଭେସନର ପ୍ରଦର୍ଶନ ସ୍ୱରୂପ ଅଟଳ ଇନୋଭେସନ ମିଶନ (ଏଆଇଏମ), ନିତି ଆୟୋଗ ଦ୍ୱାରା ମଙ୍ଗଳବାର ଦିନ ଏକ ମେଗା ଟିଙ୍କରିଂ ଡେ ଶୁଭାରମ୍ଭ କରାଯାଇଛି । ସ୍କୁଲ ସମ୍ବନ୍ଧିତ ଭାରତର ଏହି ସର୍ବବୃହତ ଟିଙ୍କରିଂ କାର୍ଯ୍ୟକ୍ରମ ଦ୍ୱାରା ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଭିତରୁ ଦଶ ହଜାର ଅଟଳ ଟିଙ୍କରିଂ ଲାବ (ଏଟିଏଲ)ର ପିଲାମାନଙ୍କୁ ଏକାଠି କରାଯାଇ ପାରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଉଭୟ ଭର୍ଚୁଆଲ ମାଧ୍ୟମରେ ଓ ସ୍କୁଲରେ ପ୍ରାୟ ୯୪୬୭ ଏଟିଏଲର ୪୭୩୩୫୦ ପିଲା ଲାବରେ ବ୍ୟବହୃତ ନିତିଦିନିଆ ସାମଗ୍ରୀକୁ ନେଇ ଡିଆଇବାଇ ଭାକ୍ୟୁମ କ୍ଲିନର ତିଆରି କରିଥିଲେ। କାର୍ଯ୍ୟକ୍ରମରେ ଅନଲାଇନ ଷ୍ଟ୍ରିମ ଦ୍ୱାରା ପ୍ରେରିତ ହୋଇ ପିଲାମାନେ ବୈଜ୍ଞାନିକ ତତ୍ୱକୁ ଜାଣିପାରିବାରେ ସଫଳ ହୋଇଥିଲେ। ଲେହ, ଲଦାଖ, କାରଗିଲ, କାଶ୍ମୀର ପରି ରାଜ୍ୟ ଓ ଆସ୍ପିରେସନାଲ ଜିଲ୍ଲାର ସମ୍ପୂର୍ଣ୍ଣ ଗ୍ରାମାଂଚଳର ପିଲାମାନେ ବିରୁଧୁନଗର, ଉତର-ପୂର୍ବ ରାଜ୍ୟ ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ, କନ୍ୟାକୁମାରୀ ପରି ଦକ୍ଷିଣାଂଚଳ, ଭୁଜ, କୁଚ ପରି ପଶ୍ଚିମାଂଚଳର ପିଲାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାରା ଦେଶର ପିଲାମାନଙ୍କୁ ଗୋଟିଏ ଭାକ୍ୟୁମ କ୍ଲିନର ତିଆରି କରିବାକୁ ଏଆଇଏମ ଟିମ ବି ସହଯୋଗ କରିଥିଲା। ଭାରତର ଶିକ୍ଷା ଓ ଇନୋଭେସନ କ୍ଷେତ୍ରରେ ଏପ୍ରକାର ଅଭିଳଷିତ ଅଭିଯାନ ଏକ ମାଇଲଖୁମ୍ବ। ତୃଣମୂଳସ୍ତରୀୟ ଇନୋଭେସନ ଓ ମିଳିତ ଶିକ୍ଷାକୁ ଏହା ପ୍ରଦର୍ଶନ କରୁଛି। ନିତି ଆୟୋଗର ଅଟଳ ଇନୋଭେସନ ମିଶନ ନିର୍ଦ୍ଦେଶକ ଦୀପକ ବାଗଲା ଏହି ଅବସରରେ କହିଥିଲେ ଯେ ଏହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଲକ୍ଷ୍ୟର ଏକ ଉପକ୍ରମ। ଜାତୀୟ ରୂପାନ୍ତରୀକରଣ କ୍ଷେତ୍ରରେ ଇନୋଭେସନ ଓ ଯୁବକମାନେ ଗୋଟିଏ ଡ୍ରାଇଭିଂ ଫୋର୍ସ। ତୃଣମୂଳସ୍ତରୀୟ ପ୍ରତିଭା ପ୍ରଦର୍ଶନରେ ମେଗା ଟିଙ୍କରିଂ ଦିବସ ୨୦୨୫ ହେଉଛି ଏକ ମାଇଲଖୁମ୍ବ । ଏହି ଲାଇଭ କାର୍ଯ୍ୟକ୍ରମରେ ଦଶ ହଜାର ଅଟଳ ଟିଙ୍କରିଂ ଲାବ ଏକାଠି ହେବାର ଅବକାଶ ଆସିଥିଲା । ସାରା ଦେଶର ହଜାର ହଜାର ପିଲା ନିଜ ଇନୋଭେସନ ଦେଖାଇବାରେ ସଫଳ ହୋଇଥିଲେ । ସମଗ୍ର ବିଶ୍ୱରେ ସ୍କୁଲର ଇକୋ ସିଷ୍ଟମ ଭିତରେ ଇନୋଭେସନ ପ୍ରଦର୍ଶନ କରିବାରେ ଭାରତ ହେଉଛି ପ୍ରଥମ । ଯୁବ ମସ୍ତିଷ୍କ ସୁଦକ୍ଷ ହେଲେ ଆମ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏହା ହିତକର । ଆଜି କ୍ଲାସରୁମରେ ଆମ ଭବିଷ୍ୟତ ନିର୍ମିତ ହେଉଛି । ପ୍ରତିଷ୍ଠା ହେବା ଦିନଠାରୁ ସ୍କୁଲଗୁଡିକରେ ପ୍ରାୟ ଦଶ ହଜାର ଏଟିଏଲ ଏଆଇଏମ ସୃଷ୍ଟି କରିଛି । ଥ୍ରୀଡି ପ୍ରିଂଟର୍ସ, ରୋବୋଟିକ୍ସ କିଟସ, ଆଇଓଟି ଯନ୍ତ୍ରପାତି ଓ ଆହୁରି ଅନେକ କିଛି ଏହି ଏଟିଏଲ ଲାବଗୁଡିକରେ ଉପଲବ୍ଧ । ମଧ୍ୟରୁ ଉଚ୍ଚ ପର୍ଯ୍ୟନ୍ତ ସ୍କୁଲ ପିଲାମାନଙ୍କୁ ଏହି ଲାବ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପହଂଚାଇ ବାସ୍ତବ ଦୁନିଆ ସମସ୍ୟା ସମାଧାନ କରିବାର ଦକ୍ଷତା ପ୍ରତିପାଳନ କରୁଛି ।

13 Comments
  1. kamagra australie générique en ligne

    achat kamagra bonne prix pharmacie en ligne

  2. cheap enclomiphene singapore where to buy

    buy enclomiphene no prescription online

  3. cheapest buy androxal generic mastercard

    discount androxal generic extended release

  4. ordering dutasteride usa overnight delivery

    cheap dutasteride uk buy online

  5. cheap flexeril cyclobenzaprine canada cost

    buy cheap flexeril cyclobenzaprine cost tablet

  6. discount gabapentin generic canadian

    buy gabapentin uk online pharmacy

  7. Buy itraconazole online consultation us

    how to order itraconazole generic no prescription

  8. cheapest buy fildena generic now

    fildena cod shipping

  9. buy staxyn buy adelaide

    cash for staxyn

  10. discount avodart canada fast shipping

    avodart fedex without prescription

  11. cheapest buy xifaxan usa pharmacy

    compare xifaxan prices at major pharmacies

  12. cheap rifaximin generic overnight shipping

    pharmacy canadian rifaximin

  13. kamagra dodáván bez lékařského předpisu

    kamagra singapore koupit

Comments are closed, but trackbacks and pingbacks are open.