ଅଷ୍ଟମ ଶ୍ରେଣୀ ନାବାଳିକାର ଆତ୍ମାହୁତି ଉଦ୍ୟମ..

290

ବରଗଡ଼: ଆଉ ଜଣେ ନାବାଳିକା ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛି । ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ପଡ଼ିଆରୁ ମୁର୍ମୁଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ନାବାଳିକାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି ନା ତାକୁ କେହି ଜାଳି ଦେଇଛି ତାହା ସ୍ପଷ୍ଟ ହୋଇପାରିନି। ସେ ତାଙ୍କ ମାମୁଁ ଘର ଗାଁ ପଡ଼ିଆରେ ପୋଡ଼ି ଯାଇଥିବା ସୂଚନା ମିଳିଛି। ତାଙ୍କ ବୟସ ୧୩ ବର୍ଷ ହୋଇଥିବା ବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଖବର ମିଳିଛି। ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି ସୂଚନା ଦେଇଛନ୍ତି ଯେ, ନାବାଳିକା ପୋଡ଼ି ଘଟଣାରେ ୩ ଜଣ IICଙ୍କୁ ନେଇ ତଦନ୍ତ ପାଇଁ ପୋଲିସ ଟିମ୍‌ ଗଠନ କରାଯାଇଛି। ଫିରିଙ୍ଗିମାଲ ଗାଁକୁ ଯାଇ ପୋଲିସ ଟିମ୍ ତଦନ୍ତ କରିବ ବୋଲି କହିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ, ପେଟ୍ରୋଲ ଢାଳି ଜଳିଯାଇଛନ୍ତି ନାବାଳିକା। ପଡ଼ିଆରେ ତାଙ୍କର ଚପଲ, ପେଟ୍ରୋଲ୍ ବୋତଲ ସହ ଦିଆସିଲି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ବଡ଼ ଘଟଣା ଘଟିଲା ସେନେଇ ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ସଙ୍କଟାପନ୍ନ ଅବସ୍ଥାରେ ଛାତ୍ରୀଙ୍କୁ ଆମ୍ବୁଲାନ୍ସରେ ପଦ୍ମପୁରରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏକ ସ୍ଵତନ୍ତ୍ର ଟିମ୍ ପୀଡ଼ିତାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

12 Comments
  1. buy enclomiphene generic best price

    buy generic enclomiphene from canada

  2. commande kamagra sans rx

    comment obtenir kamagra oine

  3. androxal by cod

    purchase androxal generic information

    buy androxal generic online usa

  4. ordering dutasteride generic best price

    get dutasteride generic tablets

  5. how to order flexeril cyclobenzaprine cheap from india

    order flexeril cyclobenzaprine cheap melbourne

  6. nextday gabapentin

    canadian cheap gabapentin

    discount online gabapentin

  7. is it legal to buy fildena online from canada

    how to buy fildena generic equivalent buy

  8. get staxyn cheap store

    purchase staxyn new zealand

    purchase staxyn australia cheap

  9. purchase itraconazole generic uk

    order itraconazole generic europe

  10. can i get avodart at at wal-mart store without a prescrition

    buy avodart cheap generic uk

  11. get rifaximin purchase discount

    get rifaximin cheap genuine

  12. online order xifaxan generic release date

    cheap xifaxan price discount

Comments are closed, but trackbacks and pingbacks are open.